ଭୁବନେଶ୍ବରରେ ଘରୋଇ ହସ୍ପିଟାଲରେ ଆରମ୍ଭ ହେଲା କୋଭିଡ ଟିକାକରଣ । ପ୍ରଥମ ପର୍ଯ୍ୟାୟରେ ଆପୋଲୋ ହସ୍ପିଟାଲରେ ଟିକାକରଣ ଆରମ୍ଭ । ଡୋଜ୍‌ ପିଛା ୧୨୫୦ ଟଙ୍କା ଦେଇ ଟିକା ନେଇପାରିବେ ଲୋକେ। କମ୍ପାନିଠାରୁ ସିଧାସଳଖ ଟିକା କିଣି ଲୋକଙ୍କୁ ଦେଉଛି ହସ୍ପିଟାଲ । ପ୍ରଥମ ଡୋଜ ଅନ୍ୟତ୍ର ନେଇଥିଲେ ବି ଆପୋଲୋରେ ଡୋଜ୍‌-୨ ନେଇହେବ

Facebook Comments

Leave a Reply

Your email address will not be published. Required fields are marked *