- ଆୟ ବର୍ହିଭୁତ ସଂପତ୍ତି ଠୁଳ ମାମଲାରେ କଳାହାଣ୍ଡିର ଧର୍ମଗଡ଼ ମହିଳା କଲେଜର କିରାଣି ପ୍ରଦୀପ ସାହୁଙ୍କୁ ୭ ବର୍ଷ ଜେଲ୍ । ୨୦୧୪ ମସିହାରେ ଆୟ ବର୍ହିଭୁତ ସଂପତ୍ତି ଠୁଳ ମାମଲାରେ ପ୍ରଦୀପ ସାହୁଙ୍କୁ ଗିରଫ କରିଥିଲା ପୋଲିସ
- ମୟୂରଭଞ୍ଜ ଶରତରେ ଗର୍ଭବତୀ ମହିଳା ୩ କିମି ଚାଲିବା ଘଟଣା । ଶରତ ଥାନାର ୨ କନେଷ୍ଟବଳଙ୍କୁ ବଦଳି କଲେ ଏସ୍ପି । ସିଲୁ ମଲ୍ଲିକ ଘାଗରବେଡ଼ାକୁ ଓ ରାଜଲକ୍ଷ୍ମୀ ଲେଙ୍କା ମହୁଲଡିହାକୁ ବଦଳି । ପୂର୍ବରୁ ଶରତ OIC ରୀନା ବକ୍ସଲାଙ୍କୁ ନିଲମ୍ବନ କରିଥିଲେ ଏସ୍ପି