ରାଜଧାନୀର ୨୦ ହଜାର ଲୋକଙ୍କୁ ଅଗ୍ରାଧିକାର ଭିତ୍ତିରେ ଦିଆଯିବ ଟିକା । ଉଠା ଦୋକାନୀ, ମଲ୍‌ ଓ ରେସ୍ତୋରାଁ କର୍ମଚାରୀଙ୍କୁ ଅଗ୍ରାଧିକାର । ସରକାରୀ ଓ ଘରୋଇ ସ୍କୁଲର ୪୫ରୁ ଅଧିକ ବୟସ୍କ ଶିକ୍ଷକଙ୍କୁ ଦିଆଯିବ ଟିକା । ଶିକ୍ଷାନୁଷ୍ଠାନରେ କୋରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ BMCର ପଦକ୍ଷେପ। BMC କମିସନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସୂଚନା

Facebook Comments

Leave a Reply

Your email address will not be published. Required fields are marked *