ଅନ୍ତର୍ଜାତୀୟ ଯୋଗାସନ ସ୍ପୋର୍ଟ୍‌ସ ଚାମ୍ପିଅନସିପ୍‌-୨୦୨୧ରେ ୨୫ରୁ ୩୦ ବର୍ଷ ବୟସ ବର୍ଗରେ କଟକର ମଧୁସ୍ମିତା ସେନାପତି ୧୧୮.୫ ମାର୍କ ସହ ପ୍ରଥମ ସ୍ଥାନ ହାସଲ କରିଛନ୍ତି, ଭାରତର ଯୋଗାସ୍ତୋମା ଯୋଗ ପ୍ରତିଷ୍ଠାନ ଦ୍ବାରା ଆୟୋଜନ ହୋଇଥିଲା ଯୋଗାସନ ସ୍ପୋର୍ଟ୍‌ସ ଚାମ୍ପିଅନସିପ୍‌-୨୦୨୧

Facebook Comments

Leave a Reply

Your email address will not be published. Required fields are marked *