ରାଜଧାନୀରେ ବ୍ୟବସାୟୀଙ୍କୁ ଚେତାବନୀ ଦେଲା BMC; ଏଣିକି ଦୋକାନ ବାହାରେ ଅଳିଆ ଜମା କଲେ ଫାଇନ୍ ଦେବାକୁ ପଡ଼ିବ, ଦରକାର ପଡ଼ିଲେ ଟ୍ରେଡ୍ ଲାଇସେନ୍ସ ରଦ୍ଦ ନେଇ ନିଷ୍ପତ୍ତି, ଆବଶ୍ୟକ ସ୍ଥଳେ ଦୋକାନ ସିଲ୍ ନେଇ BMC କମିଶନରଙ୍କ ଚେତାବନୀ, ସୋମବାର ଠାରୁ ୩ଟି ଯାକ ଜୋନ୍‌ରେ ସ୍ୱତନ୍ତ୍ର ସ୍କ୍ୱାଡ୍ ଚଢ଼ାଉ କରିବ

Facebook Comments

Leave a Reply

Your email address will not be published. Required fields are marked *