- ଯୁବ ପ୍ରତିଭା ଅନ୍ବେଷଣ କରିବା ଲାଗି ମୟୂରଭଞ୍ଜ ଜିଲ୍ଲାର ପ୍ରତି ବ୍ଲକ୍ରେ ଜାନୁଆରି ୩୦ରୁ ହେବ ଫୁଟ୍ବଲ୍ ଓ କ୍ରିକେଟ ପ୍ରିମିୟର ଲିଗ୍, ବାରିପଦାରେ ସୂଚନା ଦେଲେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା | ଟୁର୍ଣ୍ଣାମେଣ୍ଟର ଲୋଗୋ ଓ ଜର୍ସି ଉନ୍ମୋଚନ କଲେ କ୍ରୀଡ଼ା ମନ୍ତ୍ରୀ
- ବ୍ରହ୍ମପୁର ବଡ଼ବଜାର ଗଣେଶ ନଗରରୁ ନକଲି ସସ୍ କାରଖାନା ଠାବ, କାରଖାନାରେ ପ୍ରସ୍ତୁତ ହେଉଥିଲା ଅପମିଶ୍ରିତ ଚିଲି, ଟମାଟୋ ଓ ସୋୟା ସସ୍, ଜଣେ ମହିଳା ଅଟକ, ବଡ଼ବଜାର ପୋଲିସର ତଦନ୍ତ ଜାରି