ଡିସେମ୍ବର ୨୭ରୁ ଖୋଲିବ ଲିଙ୍ଗରାଜ ମନ୍ଦିର । ବିଏମ୍‌ସି କମିସନରଙ୍କ ଅଧ୍ୟକ୍ଷତାରେ ବୈଠକରେ ନିଷ୍ପତ୍ତି । ଜାଣନ୍ତୁ କେମିତି କରିବେ ଦର୍ଶନ

ଡିସେମ୍ବର ୨୭ରୁ ଖୋଲିବ ଲିଙ୍ଗରାଜ ମନ୍ଦିର । ବିଏମ୍‌ସି କମିସନରଙ୍କ ଅଧ୍ୟକ୍ଷତାରେ ବୈଠକରେ ନିଷ୍ପତ୍ତି । ଜାଣନ୍ତୁ କେମିତି କରିବେ ଦର୍ଶନ

ଅତି ବେଶୀରେ ୫ ଦିନ ଭିତରେ କୋଭିଡ୍‌ ନେଗେଟିଭ୍‌ ହୋଇଥିବା ଜରୁରୀ । ମନ୍ଦିର ବାହାରେ କୋଭିଡ୍‌ ପରୀକ୍ଷଣ ଶିବିର ଖୋଲିବ ବିଏମ୍‌ସି । ସକାଳ ୭ଟାରୁ ରାତି ୧୦ଟା ଯାଏ ଖୋଲା ରହିବ ପରୀକ୍ଷଣ ଶିବିର । ୧୫ ମିନିଟ୍‌ ଭିତରେ ମାଗଣାରେ ମିଳିବ କୋଭିଡ୍‌ ଟେଷ୍ଟ ରିପୋର୍ଟ
କୋଭିଡ୍‌ କଟକଣାରେ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ଖୋଲିବ ଚର୍ଚ । ଡିସେମ୍ବର ୨୫ରେ ଦିନକ ପାଇଁ ଖୋଲିବ ଭୁବନେଶ୍ବରର ସବୁ ଚର୍ଚ । ଜାନୁଆରି ୩ରୁ ଖୋଲିବ ଭୁବନେଶ୍ବରର ସବୁ ଧାର୍ମିକ ଅନୁଷ୍ଠାନ । ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସୂଚନା

Facebook Comments

Leave a Reply

Your email address will not be published. Required fields are marked *