UPSC ପରୀକ୍ଷାର୍ଥୀଙ୍କ ଲାଗି ସ୍ବତନ୍ତ୍ର ଭାବେ ଚାଲିବ ମୋ ବସ । କାଲି ସକାଳ ୬ଟାରୁ ରୁଟ୍‌ ନମ୍ବର ୧୬ ଓ ୧୮ରେ ଚାଲିବ ମୋ ବସ । ସକାଳ ୬ଟାରୁ ୬ଟା ୩୦ ମଧ୍ୟରେ ପ୍ରତି ୧୦ ମିନିଟରେ ମିଳିବ ମୋ ବସ୍

Leave a Reply

Your email address will not be published. Required fields are marked *