- ଦୈନନ୍ଦିନ ଜୀବନର ମୁହୂର୍ତ୍ତକୁ ଭିନ୍ନ ଏକ ରଙ୍ଗରେ କାନଭାସରେ ତୋଳି ଧରିବାର ଚେଷ୍ଟାରେ ସୁସ୍ମିତା
- ଗଞ୍ଜାମ: ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଦିଗପହଣ୍ଡିର ଜଣେ ବ୍ୟକ୍ତି କୋରୋନା ପଜିଟିଭ । ଏବେ ସମ୍ପୃକ୍ତ ବ୍ୟକ୍ତି ଭୁବନେଶ୍ବରର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି, ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ରହିଛି । ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ସୂଚନା