ଭୁବନେଶ୍ୱର-କଟକ ଜାତୀୟ ରାଜପଥରେ ଥିବା ପୁରୁଣା କୁଆଖାଇ ପୋଲରେ ଆଜିଠୁ ବନ୍ଦ ରହିବ ଯାତାୟାତ । ଏହାର ମରାମତି ପାଇଁ ଆଜିଠୁ ଠିକ୍ ୨ ମାସ ଅର୍ଥାତ୍ ମେ ୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। କମିଶନରେଟ୍ ପୁଲିସ୍‌ ଟ୍ୱିଟ୍ କରି ଏହି ସୂଚନା ଦେଇଛି।

Facebook Comments

Leave a Reply

Your email address will not be published. Required fields are marked *