ଲିଙ୍ଗରାଜ ମନ୍ଦିରକୁ ପ୍ରବେଶ ପାଇଁ ଆଉ ଦରକାର ନାହିଁ କୋଭିଡ ଟେଷ୍ଟ, ମନ୍ଦିରକୁ ପ୍ରବେଶ ପାଇଁ କୋଭିଡ ଟେଷ୍ଟ ବାଧ୍ୟତାମୂଳକ ନୁହେଁ, ସ୍କ୍ରିନିଂ କରି ସମସ୍ତଙ୍କୁ ଲିଙ୍ଗରାଜ ମନ୍ଦିରକୁ ଛଡ଼ାଯିବ, କୋଭିଡ୍‌ ଲକ୍ଷଣ ଦେଖାଦେଲେ ଟେଷ୍ଟ କରାଯିବ, BMC କମିସନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସୂଚନା

Facebook Comments

Leave a Reply

Your email address will not be published. Required fields are marked *