ପଟିଆ ଇନ୍ଫୋସିଟି ରୋଡ଼ରେ ଥିବା “ମନୋଜ ଦ ନନଭେଜ୍ ୱାଲ୍ଡ” କୁ ସିଲ କଲା ବିଏମସି । ଅଫଲାଇନରେ ଚାଲୁଥିଲା ବେପାର । କରୋନା ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ “ମନୋଜ ଦ ନନଭେଜ୍ ୱାଲ୍ଡ” ରେ ଗତକାଲି ଚଢ଼ଉ କରିଥିଲା ଇନ୍ଫୋସିଟି ଥାନା ପୁଲିସ ।

Facebook Comments

Leave a Reply

Your email address will not be published. Required fields are marked *