- ରାଜଧାନୀରେ କିଡ୍ନୀ ଦେବା ନାଁରେ ଠକେଇ ମାମଲା । ମୁଖ୍ୟ ଅଭିଯୁକ୍ତ ହିମାଂଶୁ ନନ୍ଦକୁ ପିପିଲି ନେଇ ତଦନ୍ତ କରୁଛି ପୋଲିସ । ପିପିଲି ଗୁଡ଼ିଆପୋଖରୀ ନିକଟ ଫ୍ୟାନ୍ସି ଫୁଡ୍ ଦୋକାନରେ ଚଢ଼ାଉ । କଂପ୍ୟୁଟର, ହାର୍ଡ ଡିସ୍କ, ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ବହୁ ATM କାର୍ଡ ଜବତ
- ପାକିସ୍ତାନରେ ସିନ୍ଧୁ ଦେଶର ସ୍ୱାଧୀନତା ପାଇଁ ବିକ୍ଷୋଭ : ରାଲିରେ ନରେନ୍ଦ୍ର ମୋଦୀଙ୍କ ଫଟୋ ଧରି ଚାଲିଲେ