ରୁକୁଣା ରଥଯାତ୍ରା ନେଇ BMC ଅଫିସରେ ବୈଠକ ଶେଷ । ବିନା ଭକ୍ତରେ ରୁକୁଣା ରଥଯାତ୍ରା ନେଇ ବୈଠକରେ ନିଷ୍ପତ୍ତି । ସେବାୟତ ଓ ପୋଲିସ ରଥ ଟାଣିବା ନେଇ ବୈଠକରେ ନିଷ୍ପତ୍ତି । ଆଗକୁ ସ୍ଥିତି ଦେଖି ନିଷ୍ପତ୍ତି ବଦଳିପାରେ କହିଲେ ଅତିରିକ୍ତ ଜିଲ୍ଲାପାଳ

Facebook Comments

Leave a Reply

Your email address will not be published. Required fields are marked *