ମଦ୍ୟପ ଯୁବକଙ୍କ ଉନ୍ମକ୍ତ କାଣ୍ଡ । ରାଜଧାନୀ ଭୁବନେଶ୍ୱରରେ ମଦ ପିଇ ସ୍କୁଟିକୁ ଧକ୍କା ଦେବା ଫଳରେ ସ୍କୁଟି ଚାଳକ ମୃତ । ନୟାପଲି ଓଭର ବ୍ରିଜ ଉପରେ ଘଟିଛି ଦୁର୍ଘଟଣା । ଗାଡି ଭିତରେ ନିଶାସକ୍ତ ଅବସ୍ଥାରେ ଥିଲେ ୨ଜଣ ଯୁବକ ଓ ୨ଜଣ ଯୁବତୀ । ୨ ଯୁବତୀ ରାଜ୍ୟ ବାହାରର ହୋଇଥିବା ବେଳେ ଗାଡିରୁ ମଦ ବୋତଲ ଜବତ କରିଛି ନୟାପଲ୍ଲୀ ପୋଲିସ

Facebook Comments

Leave a Reply

Your email address will not be published. Required fields are marked *