ସୋରୁମ୍ ସିଲ୍: କଟକ ନୟାସଡ଼କରେ ଲୁଗା ସୋରୁମକୁ ସିଲ୍ କଲା CMC । ଲୁଚାଣିଆ ସୋରୁମ ଖୋଲି ଚାଲିଥିଲା ବେପାର ।ଚଢ଼ାଉ କଲା CMCର ଇନ୍‌ଫୋର୍ସମେଣ୍ଟ ସ୍କ୍ବାର୍ଡ।ଚଢ଼ାଉ ବେଳେ ଛତ୍ରଭଙ୍ଗ ଦେଲେ ଗ୍ରାହକ । ଲକ୍ଷାଧିକ ଟଙ୍କାର ଲୁଗା ସିଲ୍ । ସୋରୁମ ମାଲିକଙ୍କୁ ୩୦ ହଜାର ଟଙ୍କାର ଜୋରିମାନା ।

Facebook Comments

Leave a Reply

Your email address will not be published. Required fields are marked *