ଛାତ୍ର ନେତା ମହେଶ ପ୍ରସାଦ ସାହୁଙ୍କୁ ଗିରଫ କଲା ସହିଦ ନଗର ଥାନା ପୋଲିସ । କାରକେଡ ରିହର୍ସାଲ ବେଳେ କାର୍ଯ୍ୟରତ ଟ୍ରାଫିକ ପୋଲିସକୁ ଗାଳି ଗୁଲଜ ଅଭିଯୋଗ । କ୍ୟାମ୍ପସ ସୁରକ୍ଷା କର୍ମୀଙ୍କୁ ଧମକ ଦେବା ଅଭିଯୋଗରେ ଗିରଫ ହୋଇଥିବା ସୂଚନା । ଗିରଫ ପରେ ମହେଶ ସାହୁଙ୍କୁ କୋର୍ଟ ଚାଲାଣ କଲା ପୋଲିସ

Facebook Comments

Leave a Reply

Your email address will not be published. Required fields are marked *