ଜାନୁଆରି ମାସରେ ହେବ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା । ବୁଣାକାର ଓ ଶିଳ୍ପୀମାନଙ୍କ ଉତ୍ପାଦ ସାମଗ୍ରୀ ବିକ୍ରି ହେବ । ଏହି ମେଳାରେ ସମସ୍ତ କୋଭିଡ୍‌ ନିୟମ ପାଳନ କରାଯିବ । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ସୂଚନା

Facebook Comments

Leave a Reply

Your email address will not be published. Required fields are marked *