ହାଇକୋର୍ଟରେ ପହଞ୍ଚିଲା ଅଭିନେତା ଦମ୍ପତି ବର୍ଷା-ଅନୁଭବ ବିବାଦ । ମାମଲାର ତ୍ବରିତ ବିଚାର ପାଇଁ କୋର୍ଟଙ୍କ ଦ୍ବାରସ୍ଥ ହେଲେ ଅନୁଭବ । ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଶୁଣାଣି ଶେଷ କରିବାକୁ ଆବେଦନ । ବର୍ଷା-ଅନୁଭବ ବିବାଦକୁ ନେଇ ଦାଏର ହୋଇଛି ୩ଟି ମାମଲା । ପରିବାର ଅଦାଲତରେ ଦାଏର ମାମଲାରେ ବୁଝାସୁଝା ଜାରି ରହିଛି ।

Read more

କଟକ ଫାମିଲି କୋର୍ଟରେ ହାଜର ହେଲେ ବର୍ଷା-ଅନୁଭବ । ବର୍ଷା ଓ ଅନୁଭବ ପୃଥକ ପୃଥକ ଭାବେ ଆସି କୋର୍ଟରେ ହାଜର ହେଲେ । ବୁଝାମଣା ପାଇଁ ୧୪ ତାରିଖକୁ ଦିନ ଧାର୍ଯ୍ୟ କଲେ କୋର୍ଟ । କୋର୍ଟରେ ପ୍ରଥମ କରି ଉଭୟ ବର୍ଷା ଓ ଅନୁଭବ ସାମ୍ନା-ସାମ୍ନି ।

Read more

ବଲିଉଡ୍‌ ପ୍ରଯୋଜକ ଓ ନିର୍ଦେଶକ ରାଜ କୌଶଲଙ୍କ ଦେହାନ୍ତ, ୪୯ ବର୍ଷ ବୟସରେ ହୃଦ୍‌ଘାତରେ ରାଜ କୌଶଲଙ୍କ ପରଲୋକ, ୩ଟି ବଲିଉଡ୍‌ ଚଳଚ୍ଚିତ୍ରରେ ନିର୍ମାତା ଓ ନିର୍ଦେଶକ ଥିଲେ କୌଶଲ, ୩ ଫିଲ୍ମ-‘ପ୍ୟାର୍‌ ମେ କଭିକଭି’, ‘ଶାଦି କା ଲଡୁ’, ‘ଆନ୍ଥୋନି କୌନ ହୈ’, ସୁଭାଷ ଘାଇଙ୍କ ‘ତ୍ରିମୂର୍ତ୍ତି’ରେ ବି ସହକାରୀ ଭାବେ କାମ କରିଥିଲେ

Read more

ଯଦି ବିବାହ ବୈଧ ନୁହେଁ ତେବେ ମଥାରେ ସିନ୍ଦୁର କଣ ପାଇଁ : ପଶ୍ଚିମବଙ୍ଗର ଟିଏମସି ସାଂସଦ ତଥା ଅଭିନେତ୍ରୀ ନୁସରତଙ୍କୁ ପ୍ରଶ୍ନ କଲେ ପ୍ରଶଂସକ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗର ଟିଏମସି ସାଂସଦ ତଥା ଅଭିନେତ୍ରୀ ନୁସରତ ଜାହାନ ଗତ କିଛି ଦିନ ହେବ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ସର୍ବଦା ଚର୍ଚ୍ଚାରେ ରହିଆସୁଛନ୍ତି

Read more

ଭେଟେରାନ୍ ଅଭିନେତା ଦିଲୀପ କୁମାର ହସ୍ପିଟାଲରୁ ଡିସଚାର୍ଜ ହେବା ସୂଚନା ଦେଲେ ସାଇରା ବାନୋ

ମୁମ୍ବାଇ: ଭେଟେରାନ୍ ଅଭିନେତା ଦିଲୀପ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବଡ଼ ଅପଡେଟ୍ ଆସିଛି। ତାଙ୍କୁ ଆଜି ହସ୍ପିଟାଲର ଡିସଚାର୍ଜ କରିଦିଆଯାଇଛି। ଡିସଚାର୍ଜ ହେବା ନେଇ ସୂଚନା ଦେଇଛନ୍ତି

Read more

ଦିଲ୍ଲୀ ହାଇକୋର୍ଟରେ ବଲିଉଡ୍‌ ଅଭିନେତ୍ରୀ ଜୁହି ଚାୱଲାଙ୍କୁ ୨୦ ଲକ୍ଷ ତଣ୍ଡ, ଦେଶରେ 5G ନେଟୱର୍କ ସ୍ଥାପନ ବିରୋଧରେ ମାମଲା କରିଥିଲେ ଜୁହି, ବଲିଉଡ୍‌ ଅଭିନେତ୍ରୀ ଜୁହିଙ୍କ ଆବେଦନକୁ ଖାରଜ କଲେ କୋର୍ଟ, ଆଇନ ପ୍ରକ୍ରିୟାର ଦୁରୁପଯୋଗ ଅଭିଯୋଗରେ ଦେଲେ ଜରିମାନା ନିର୍ଦେଶ

Read more

ବଙ୍ଗଳା ହିଂସା ବିରୋଧରେ ଟ୍ୱିଟ୍ କରିଥିବାରୁ ସସ୍ପେଣ୍ଡ ହେଲା କଙ୍ଗନା ରାଣାୱତଙ୍କ ଟ୍ୱିଟର ଆକାଉଣ୍ଟ

ମୁମ୍ବାଇ: ସୋସିଆଲ ମିଡିଆରେ କଙ୍ଗନା ରାଣାୱତ ବହୁତ ସକ୍ରିୟ । ସେ ଦେଶ ତଥା ବିଦେଶ ପ୍ରସଙ୍ଗରେ ନିଜର ମତ ରଖିଥାନ୍ତି । ନିକଟରେ ‘ଅକ୍ସିଜେନ’ ବିଷୟରେ

Read more

୨୦୨୧ର ଓସ୍କାର ପୁରସ୍କାର ଘୋଷିତ, ‘ନୋମ୍ୟାଡ୍‌ଲ୍ୟାଣ୍ଡ’ ଶ୍ରେଷ୍ଠ ଚଳଚ୍ଚିତ୍ର । ‘ଦି ଫାଦର’ ପାଇଁ ଆନ୍ଥୋନି ହପ୍‌କିନ୍ସ ଶ୍ରେଷ୍ଠ ଅଭିନେତା । ‘ନୋମ୍ୟାଡ୍‌ଲ୍ୟାଣ୍ଡ’ ପାଇଁ ଫ୍ରାନ୍ସେସ୍‌ ମ୍ୟାକ୍‌ଡର୍ମାଣ୍ଡ ଶ୍ରେଷ୍ଠ ଅଭିନେତ୍ରୀ ।

୨୦୨୧ର ଓସ୍କାର ପୁରସ୍କାର ଘୋଷିତ, ‘ନୋମ୍ୟାଡ୍‌ଲ୍ୟାଣ୍ଡ’ ଶ୍ରେଷ୍ଠ ଚଳଚ୍ଚିତ୍ର । ‘ଦି ଫାଦର’ ପାଇଁ ଆନ୍ଥୋନି ହପ୍‌କିନ୍ସ ଶ୍ରେଷ୍ଠ ଅଭିନେତା । ‘ନୋମ୍ୟାଡ୍‌ଲ୍ୟାଣ୍ଡ’ ପାଇଁ ଫ୍ରାନ୍ସେସ୍‌ ମ୍ୟାକ୍‌ଡର୍ମାଣ୍ଡ

Read more