ହାଇକୋର୍ଟରେ ପହଞ୍ଚିଲା ଅଭିନେତା ଦମ୍ପତି ବର୍ଷା-ଅନୁଭବ ବିବାଦ । ମାମଲାର ତ୍ବରିତ ବିଚାର ପାଇଁ କୋର୍ଟଙ୍କ ଦ୍ବାରସ୍ଥ ହେଲେ ଅନୁଭବ । ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଶୁଣାଣି ଶେଷ କରିବାକୁ ଆବେଦନ । ବର୍ଷା-ଅନୁଭବ ବିବାଦକୁ ନେଇ ଦାଏର ହୋଇଛି ୩ଟି ମାମଲା । ପରିବାର ଅଦାଲତରେ ଦାଏର ମାମଲାରେ ବୁଝାସୁଝା ଜାରି ରହିଛି ।

Facebook Comments

Leave a Reply

Your email address will not be published. Required fields are marked *