- ନୂଆପଡ଼ାରେ ସିଆର୍ପିଏଫ୍କୁ ବଡ଼ ଧରଣର ସଫଳତା, ନୂଆପଡ଼ା ବୋଡେନ ବ୍ଲକ ଭଇଁସମୁଣ୍ଡି ଜଙ୍ଗଲରେ ମାଓ କ୍ୟାମ୍ପ ଠାବ, ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରା ଓ ମାଓ ସାମଗ୍ରୀ ଜବତ, ୫ଟି ରାଇଫଲ, ୩୩ଟି ଡିଟୋନେଟର ଓ ମାଓ ବ୍ୟାନର ଜବତ
- ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୧୩ ଲକ୍ଷ ୮୫ ହଜାର ୭୭୫କୁ ବୃଦ୍ଧି, କୋରୋନା ସଂକ୍ରମିତଙ୍କ ସଂଖ୍ୟା ୫ କୋଟି ୮୪ ଲକ୍ଷ ୮୦ ହଜାର ୧୬୭, କୋରୋନାରୁ ସୁସ୍ଥ ହେଲେଣି ୪ କୋଟି ୪ ଲକ୍ଷ ୫୯ ହଜାର ୫୯୬ ଜଣ