- କେନ୍ଦୁଝର ସଦର ଥାନା କାଠବାରୀ ଗାଁରେ ଅଘଟଣ, ଘର ଭିତରେ ଶ୍ଵାସରୁଦ୍ଧ ହୋଇ ୨ ମୃତ, ୨ ଗୁରୁତର, ୨ ମୃତକ ବାଇଧର ନାଏକ ଓ ବାବାଜୀ ନାଏକ, ଜେନେରେଟର ଅନ୍ କରି ଘରେ ଶୋଇଥିବା ବେଳେ ଅଘଟଣ
- ହାଇକୋର୍ଟ ଗଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । କ୍ରାଇମ୍ବ୍ରାଞ୍ଚ ମାମଲାରେ ଜାମିନ ପାଇଁ ପ୍ରଦୀପଙ୍କ ଆବେଦନ । ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ ପ୍ରଦୀପଙ୍କ ଜାମିନ ଖାରଜ କରିଥିଲେ । ଆଗରୁ IFS ଅଭୟକାନ୍ତ ପାଠକ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି