ଭୁବନେଶ୍ବରରେ ଦିନକରେ ୧୦୮୪ କୋରୋନା ପଜିଟିଭ୍‌, ୯୦୬ ସୁସ୍ଥ । କ୍ବାରେଣ୍ଟାଇନ୍‌ରୁ ୨୧୩ ଓ ସ୍ଥାନୀୟ ଅଞ୍ଚଳରୁ ୮୭୧ ରୋଗୀ ଚିହ୍ନଟ । ଭୁବନେଶ୍ବରରେ କୋରୋନା ପଜିଟିଭ୍‌ ସଂଖ୍ୟା ୫୩ ହଜାର ୬୧୪କୁ ବୃଦ୍ଧି, ୨୮୦ ମୃତ ।

Read more

ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପରଲୋକ। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନ ୩ଟା ୪୯ରେ ୭୮ ବର୍ଷ ବୟସରେ ପରଲୋକ। କରୋନାରେ ଆକ୍ରାନ୍ତ ହୋଇ ଏମ୍ସରେ ଚିକିତ୍ସାଧୀନ ଥିଲେ ରଘୁନାଥ।

Read more

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଟ୍ରାକ୍ଟର ସହ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ବାଲେଶ୍ବର ନୀଳଗିରି ନିକଟ ପୋଡାଶୂଳରେ ଦୁର୍ଘଟଣା, ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହତ, ଡ୍ରାଇଭର ଓ ପିଏ ମଧ୍ୟ ଦୁର୍ଘଟଣାରେ ଆହତ

Read more

କାଲି ସକାଳ ସୁଦ୍ଧା ୧୯ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଆଶଙ୍କା । କେତେକ ସ୍ଥାନରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା

କାଲି ସକାଳ ସୁଦ୍ଧା ୧୯ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଆଶଙ୍କା । କେତେକ ସ୍ଥାନରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ।

Read more

ମୋହନା: ବିବାହ ଭୋଜି ରୋକିବାରୁ ତହସିଲଦାରଙ୍କୁ ପିଟିଲେ ଗାଁଲୋକେ, ଆର. ଉଦୟଗିରି ତହସିଲଦାର ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି; ଛେଳିଗଡ଼ ଗାଁରେ ଏକାଧିକ ଭୋଜି ଆୟୋଜନର ଖବର ପାଇ ଯାଇଥିଲେ ତହସିଲଦାର, ଭୋଜି ବନ୍ଦ କରିବାକୁ ତାଗିଦ କରିବାରୁ ଗୋଡ଼େଇ ଗୋଡ଼େ ପିଟିଲେ ଲୋକେ

Read more

ପଶ୍ଚିମବଙ୍ଗରେ କେନ୍ଦ୍ରମନ୍ତ୍ରୀ ଭି. ମୁରଲୀଧରନଙ୍କ ଗାଡ଼ିକୁ ଆକ୍ରମଣ; ପଶ୍ଚିମ ମେଦିନିପୁର ପଞ୍ଚଖୁଡ଼ି ନିକଟରେ ଆକ୍ରମଣ ଅଭିଯୋଗ; ତୃଣମୂଳ କଂଗ୍ରେସର ଗୁଣ୍ଡାମାନେ ଆକ୍ରମଣ କରିଥିବା ଅଭିଯୋଗ; ଗାଡ଼ି କାଚକୁ ବାଡ଼େଇ ଭାଙ୍ଗିବା ସହ ସହକର୍ମୀଙ୍କୁ ଆକ୍ରମଣ ଅଭିଯୋଗ

Read more

୧୦ଟି ରାଜ୍ୟକୁ ଓଡ଼ିଶାରୁ ୧୪ ଦିନରେ ଗ୍ରୀନ୍‌ କରିଡର ଯୋଗେ ପଠାଯାଇଛି ୬୩୫୫ ଟନ୍‌ ଅକ୍ସିଜେନ । ଆନ୍ଧ୍ରକୁ ସର୍ବାଧିକ ୧୦୫, ତେଲଙ୍ଗାନାକୁ ୯୭ ଟ୍ୟାଙ୍କର ଅକ୍ସିଜେନ ପଠାଯାଇଛି । ହରିୟାଣାକୁ ୪୧, ମଧ୍ୟପ୍ରଦେଶକୁ ୩୫, ୟୁପିକୁ ୨୭ , ଛତିଶଗଡ଼କୁ ୧୬, ମହାରାଷ୍ଟ୍ରକୁ ୧୪ ଟ୍ୟାଙ୍କର ତରଳ ଅକ୍ସିଜେନ ପଠାଯାଇଛି

Read more