ଆକାଶ-ନ୍ୟୁ ଜେନେରେସନ ମିଜାଇଲର ବ୍ୟାବହାରିକ ପରୀକ୍ଷଣ; ବାଲେଶ୍ୱର ଚାନ୍ଦିପୁର ୩ ନଂ ଲଞ୍ଚପ୍ୟାଡରୁ ମଧ୍ୟାହ୍ନ ୧୨ଟାରେ ପରୀକ୍ଷଣ; ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ ହୋଇପାରୁଥିବା ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର; ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ; ଲକ୍ଷଭେଦ କ୍ଷମତା ୪୦ କିମି

Read more

TMC ରାଜ୍ୟସଭା ସାଂସଦ ଶାନ୍ତନୁ ସେନ୍‌ ନିଲମ୍ବିତ, ମୌସୁମୀ ଅଧିବେଶନ ଶେଷ ପର୍ଯ୍ୟନ୍ତ ରାଜ୍ୟସଭାରୁ ଶାନ୍ତନୁ ନିଲମ୍ବିତ, କାଲି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କଠାରୁ ପେପର୍‌ ଛଡ଼ାଇ ନେଇଥିଲେ

Read more

ସାରା ରାଜ୍ୟରେ ଲଘୁଚାପ ପ୍ରଭାବରେ ବର୍ଷା ଜାରି । କାଲିଠୁ ଆଜି ସକାଳ ସାଢ଼େ ୫ଟା ସୁଦ୍ଧା ପାରାଦୀପରେ ସର୍ବାଧିକ ବର୍ଷା । ପାରାଦୀପରେ ୧୨୨ ମିମି ବର୍ଷା ରେକର୍ଡ କରାଯାଇଛି । ପୁରୀରେ ୧୨୧, ଚାନ୍ଦବାଲିରେ ୮୬ ମିମି ବର୍ଷା ରେକର୍ଡ । ବାଲେଶ୍ବରରେ ୪୬ ଓ ଭୁବନେଶ୍ବରରେ ୩୩ ମିମି ବର୍ଷା ରେକର୍ଡ

Read more

ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ ରଥ ଉପରେ ବସିଥିବା ୨ ଯୁବକଙ୍କ ଫଟୋ ଭାଇରାଲ; ୨ ଯୁବକ ରଥ ଉପରେ ଚଢ଼ି ଉଠାଇଥିବା ଫଟୋ ଭାଇରାଲ; ଉଭୟ ଯୁବକ ମାସ୍କ ପିନ୍ଧିଥିବାରୁ ସେବାୟତ କି ନୁହେଁ ଅସ୍ପଷ୍ଟ; ଫଟୋ ଭାଇରାଲ ଘଟଣାର ତଦନ୍ତ ହେବ କହିଲେ ଜିଲ୍ଲାପାଳ

Read more

ନୟାଗଡ଼ ଇଟାମାଟି ଥାନା ଶଙ୍ଖେଇ ଗାଁରେ ଅଭାବନୀୟ ଘଟଣା । ମାଆର ଚାପୁଡ଼ା ମାଡ଼ରେ ୭ ବର୍ଷ ବୟସ ପୁଅର ମୃତ୍ୟୁ । ପୁଅର ମୃତ୍ୟୁ ପରେ ବେକରେ ରଶି ଲଗାଇ ମାଆର ଆତ୍ମହତ୍ୟା । ଶାଶୂ ବୋହୂଙ୍କ ମଧ୍ୟରେ କଳହକୁ ନେଇ ଘଟଣା ଘଟିଥିବା ସୂଚନା

Read more

ମୁମ୍ବାଇରେ ପ୍ରବଳ ବର୍ଷା ହେତୁ ଦୁଇଟି ଭିନ୍ନ ସ୍ଥାନରେ ଘର ଭୁଶୁଡ଼ି ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି। ମୃତକ ପରିବାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମବେଦନା ଜଣାଇବା ସହ ୨ ଲକ୍ଷ ଲେଖାଏ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି।

Read more