ସୁନ୍ଦରଗଡ଼ ରଘୁନାଥପାଲିରେ ୨୦୧୩ର ନାବାଳିକା ଦୁଷ୍କର୍ମ ମାମଲା । ଦୋଷୀ ରାଜକୁମାର ଲୋହାକୁ ୨୦ ବର୍ଷ କାରାଦଣ୍ଡାଦେଶ । ୫ ହଜାର ଟଙ୍କା ଜରିମାନା ବି କଲେ ସୁନ୍ଦରଗଡ଼ ପୋକ୍‌ସୋ କୋର୍ଟ । ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା ସହାୟତା ପ୍ରଦାନ ପାଇଁ କୋର୍ଟଙ୍କ ନିର୍ଦେଶ ।

Read more

ପୁରୀ ବେଳାଭୂମିରୁ ପ୍ରତ୍ୟାହାର ହେଲା ମଦ କୁଡ଼ିଆ ଯୋଜନା; ମଦ କୁଡ଼ିଆ ଯୋଜନା ପ୍ରତ୍ୟାହାର ନେଇ ଜିଲ୍ଲାପାଳଙ୍କ ସୂଚନା; ବିଭିନ୍ନ ସଂଗଠନ ଓ ବିଜେପିର ପ୍ରତିବାଦ ପରେ ନିଷ୍ପତ୍ତି ବଦଳିଲା; ଗୋଆ ଭଳି ପୁରୀରେ ମଦ କୁଡ଼ିଆ ପାଇଁ ଯୋଜନା କରାଯାଇଥିଲା

Read more

ଭୁବନେଶ୍ୱର କାରଗିଲ ବସ୍ତି ପାଖରେ ଟ୍ରେନ୍ ଆଗକୁ ଡେଇଁ ମହିଳା ମୃତ, ଟ୍ରେନ ଆସିଲା ବେଳେ ହଠାତ୍‌ କାର୍‌ରୁ ଓହ୍ଲାଇ ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଲେ, ପାତ୍ରପଡ଼ାରୁ ରବି ଟକିଜ୍‌କୁ କାର୍‌ ଯୋଗେ ସ୍ୱାମୀଙ୍କ ସହ ଯାଉଥିଲେ, ମହିଳା ଜଣଙ୍କର ମାନସିକ ବିକୃତି ଥିବା କହିଲେ ଶାଶୁଘର ଓ ବାପଘର ଲୋକେ

Read more

କମନ PG ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚ ଶିକ୍ଷା ବିଭାଗର ବିଜ୍ଞପ୍ତି: ଅଗଷ୍ଟ ୨ରୁ ୧୪ ତାରିଖ ମଧ୍ୟରେ ଅନଲାଇନ୍‌ରେ ଆବେଦନ, ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୩ ମଧ୍ୟରେ ପରୀକ୍ଷା, ଅକ୍ଟୋବର ୧୨ ତାରିଖରେ ପ୍ରକାଶ ପାଇବ ମେରିଟ ଲିଷ୍ଟ, ରେଜଲ୍ଟ ପ୍ରକାଶ ପାଇ ନ ଥିବା UG ଛାତ୍ରଛାତ୍ରୀ ବି ଆବେଦନ କରିପାରିବେ

Read more

ଜୁଲାଇ ୩୧ରେ ପ୍ରକାଶ ପାଇବ ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ । +୨ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ପରେ ପ୍ରକାଶ ପାଇବ । ଜୁଲାଇ ୩୧ ସୁଦ୍ଧା +୨ ପରୀକ୍ଷ ଫଳ ପ୍ରକାଶ ପାଇଁ ସୁପ୍ରିମ୍‌କୋର୍ଟ ନିର୍ଦେଶ ଦେଇଥିଲେ ।

Read more

ଦିଲ୍ଲୀରେ ମାଲିକ ଘରୁ ଚୋରି କରିଥିବା ଚାକରାଣୀ ଭୁବନେଶ୍ବରରୁ ଗିରଫ । ରାଜମହଲରୁ କମିସନରେଟ ପୋଲିସ ସହାୟତାରେ ଗିରଫ କଲା ଦିଲ୍ଲୀ ପୋଲିସ । ସୁଜାତାକୁ ଟ୍ରାଞ୍ଜିଟ ରିମାଣ୍ଡରେ ନେଲା ଦିଲ୍ଲୀ ପୋଲିସ । ଗିରଫ ଚାକରାଣୀ ସାଲିଆସାହିର ସୁଜାତା ମହାପାତ୍ର | ଘରେ କେହି ନଥିବା ବେଳେ ଦିଲ୍ଲୀରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇ ଛୁ ମାରିଥିଲା ସୁଜାତା

Read more