ନିଖୋଜ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ମୃତଦେହ ଉଦ୍ଧାର; କଖଡ଼ି ମହାଳପଡ଼ା ଗୁମେଇ ସାହିରୁ ମୃତଦେହ ଉଦ୍ଧାର, ଭାସି ଯାଉଥିବା ବେଳେ ମୃତଦେହ ଉଦ୍ଧାର କଲେ ସ୍ଥାନୀୟ ଲୋକେ; କାଲି ମୁଣ୍ଡଳି ବୋଟ୍ ଟ୍ରାଜେଡି ଘଟଣା ପରଠୁ ନିଖୋଜ ଥିଲେ ସୀତାରାମ

Read more

କଟକରେ ଆଇନ ସେବା ପ୍ରାଧିକରଣର ନିଜସ୍ବ ବିଲ୍ଡିଂ ‘ଆଇନସେବା ଭବନ’ର ଲୋକାର୍ପଣ କଲେ CJI ଏନ.ଭି. ରମଣା, ଆଇନସେବାରୁ ବଞ୍ଚିତ ଲୋକଙ୍କୁ ଆଇନସେବା ଯୋଗାଇବ ଆଇନସେବା ଭବନ। ମାମଲାରେ ଓକିଲ ଦେଇ ପାରୁ ନଥିବା ପକ୍ଷଙ୍କୁ ମାଗଣାରେ ଓକିଲ ଯୋଗାଇବ ଆଇନ ସେବା ପ୍ରାଧିକରଣ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି. ରମଣା

Read more

ନବରଙ୍ଗପୁର ରାଇଘର BSF କ୍ୟାମ୍ପରେ ବିଦ୍ୟୁତ ଚାର୍ଜରୁ ଅଘଟଣ, ଜଣେ DVF ଯବାନ ମୃତ, ଅନ୍ୟ ଜଣେ ଯବାନ ଗୁରୁତର । ମୃତ ଯବାନ ନବରଙ୍ଗପୁର ଜିଲ୍ଲା ଜଟାବାଲ ଗାଁର ଇସାକ ଇସାକ୍ ହରିଜନ, ଗୁରୁତର ଯବାନ ରାଇଘର ମେଡିକାଲରେ ଭର୍ତ୍ତି

Read more

ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୬୦୨ କୋରୋନା ଆକ୍ରାନ୍ତ ଚିହ୍ନଟ

ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୬୦୨ କୋରୋନା ଆକ୍ରାନ୍ତ ଚିହ୍ନଟ, ୪୯୪ ସୁସ୍ଥ, ସେମାନଙ୍କ ମଧ୍ୟରୁ ୧୮ ବର୍ଷ ବୟସ ମଧ୍ୟରେ ୭୯ ଜଣ ପଜିଟିଭ

Read more

ମୁଣ୍ଡଳୀରେ ଓଡ୍ରାଫ ବୋଟ ଓଲଟିବା ଘଟଣା, SCBରେ ଚିକିତ୍ସାଧୀନ ଥିବା ୩ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର, ଖୁବଶୀଘ୍ର ସେମାନଙ୍କୁ ଡିସଚାର୍ଜ କରାଯିବ, ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣାଙ୍କ ସୂଚନା, କ୍ୟାମେରା ମ୍ୟାନ ପ୍ରଭାତଙ୍କ ସ୍ବାସ୍ଥ୍ୟ କାଲି ଅପେକ୍ଷା ଭଲ ରହିଛି । ୨ ଜଣ ଓଡ୍ରାଫ କର୍ମଚାରୀ ମଧ୍ୟ ଏବେ ସୁସ୍ଥ ହେଉଛନ୍ତି

Read more

ସାମ୍ବାଦିକ ଅରିନ୍ଦମ ଦାଶଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା, କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜଙ୍କ ସୂଚନା

Read more

ମହାନଦୀର ମୁଣ୍ଡଳୀରେ ଫସିଥିବା ଦନ୍ତା ହାତୀ ଭାସିଯାଇଥିବା ସୂଚନା, ନଦୀ ପାର୍ ହେବା ବେଳେ ମୁଣ୍ଡଳୀ ସେତୁରେ ଫସିଥିଲା ଦନ୍ତା ହାତୀ, ହାତୀକୁ ଉଦ୍ଧାର କରିବାକୁ ଯାଇ ଗତକାଲି ଓଲଟିଥିଲା ଓଡ୍ରାଫ୍ ବୋଟ

Read more

ଆଉ କିଛି ସମୟ ପରେ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କର ହେବ ଶେଷକୃତ୍ୟ; କେନ୍ଦୁଝର ଜିଲ୍ଲା ପୈତୃକ ଗାଁ ରାଇକଳାରେ ଶୋକାକୁଳ ପରିବେଶ, ଏକ ବଡ଼ ଶୋଭାଯାତ୍ରାରେ ଶ୍ମଶାନ ଅଭିମୁଖେ ଯାଉଛି ପାର୍ଥିବ ଶରୀର

Read more