Fast News କାଲି ଭାରତ ବନ୍ଦରେ ବଲାଙ୍ଗିର ଜିଲ୍ଲା ବଣିକ ସଂଘ ସାମିଲ । ଦୋକାନ ବଜାର ବନ୍ଦ ରହିବ; ସ୍କୁଲ କଲେଜ, ଅଫିସ ଖୋଲା ରହିବ । ଗାଡିମୋଟର ଚଳାଚଳ ସ୍ବାଭାବିକ ରହିବ ବୋଲି ସଂଘ ସଭାପତିଙ୍କ ସୂଚନା February 25, 2021 admin 0 Comments Read more
Fast News Top News ଶ୍ରୀଜଗନ୍ନାଥ ମନ୍ଦିର ପାଣ୍ଠି ଜମା ରଖିବା ନେଇ ବ୍ୟାଙ୍କର୍ସମାନଙ୍କ ବୈଠକ । ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆରେ ଶ୍ରୀମନ୍ଦିର ଟଙ୍କା ରଖିବାକୁ ନିଷ୍ପତ୍ତି । ୫.୨୫% ସୁଧ ହାରରେ ୩୩ କୋଟି ଟଙ୍କା ବର୍ଷକ ପାଇଁ ଜମା ରଖାଯିବ । ସର୍ବାଧିକ ସୁଧ ଦୃଷ୍ଟିରୁ ନିଷ୍ପତ୍ତି ନେଲା ଶ୍ରୀମନ୍ଦିର ପ୍ରଶାସନ February 25, 2021 admin 0 Comments Read more
Fast News ମେ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା। ମେ ୧୮ରୁ ଜୁନ୍ ୧୨ ତାରିଖ ମଧ୍ୟରେ ପରୀକ୍ଷା ହେବ । ଧନ୍ଦାମୂଳକ ପରୀକ୍ଷା ମେ ୨୮ରୁ ଆରମ୍ଭ ହେବ । ଏଥର ପ୍ରଥମେ ବିଜ୍ଞାନର ଫିଜିକ୍ସ ପରୀକ୍ଷା ଆରମ୍ଭ ହେବ । ପରୀକ୍ଷା ଦେବେ ପ୍ରାୟ ୪ ଲକ୍ଷ ଛାତ୍ରଛାତ୍ରୀ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା February 24, 2021 admin 0 Comments Read more
Fast News ଯାଜପୁର ବହୁ ଚର୍ଚ୍ଚିତ ଶିଶୁକନ୍ୟା ପିହୁ ନିଖୋଜ ଘଟଣା, ଭୁବନେଶ୍ୱର ଆସୁଥିବା ପିହୁର ମା’ଙ୍କୁ କଟକରୁ ଉଠାଇ ନେଲା ପୁଲିସ, ଚାଉଳିଆଗଂଜ ଥାନାକୁ ନେଇ ପିହୁର ମା’ଙ୍କୁ ପଚରାଉଚରା, ନିଜ ହେପାଜତରେ ନେଇ ପୁଲିସ ତାଙ୍କୁ ଭୁବନେଶ୍ୱର ନେଉଥିବା ସୂଚନା February 24, 2021 admin 0 Comments Read more
Fast News ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୧୦୪ ଜୀବନ । କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୬ ହଜାର ୫୬୭କୁ ବୃଦ୍ଧି । ଦେଶରେ ଦିନକରେ ୧୩ ହଜାର ୭୪୨ କୋରୋନା ଆକ୍ରାନ୍ତ ଚିହ୍ନଟ । ମୋଟ ଆକ୍ରାନ୍ତ ସଂଖ୍ୟା ୧ କୋଟି ୧୦ ଲକ୍ଷ ୩୦ ହଜାର ୧୭୬କୁ ବୃଦ୍ଧି । ଏଯାଏ ସୁସ୍ଥ ହେଲେଣି ୧ କୋଟି ୭ ଲକ୍ଷ ୨୬ ହଜାର ୭୦୨ ଆକ୍ରାନ୍ତ February 24, 2021 admin 0 Comments Read more
Fast News ୫ ରାଜ୍ୟର ଲୋକଙ୍କ ଦିଲ୍ଲୀ ପ୍ରବେଶ ଉପରେ କଟକଣା । କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି । କୋରୋନା ନେଗେଟିଭ ରିପୋର୍ଟ ଦେଖାଇ ଦିଲ୍ଲୀ ଯାଇହେବ । ୫ ରାଜ୍ୟ- ମହାରାଷ୍ଟ୍ର, କେରଳ, ଛତିଶଗଡ଼, ଏମ୍ପି ଓ ପଞ୍ଜାବ । ୨୬ ଫେବ୍ରୁଆରିରୁ ମାର୍ଚ ୧୫ ଯାଏ ନିଷ୍ପତ୍ତି ଲାଗୁ February 24, 2021 admin 0 Comments Read more
Fast News ମୟୂରଭଞ୍ଜ ଉଦଳା ରେଞ୍ଜରେ ବନ କର୍ମଚାରୀଙ୍କୁ ପଥରରେ ଆକ୍ରମଣ, ଶିକାରୀଙ୍କ ଆକ୍ରମଣରେ ୪ ବନ କର୍ମଚାରୀ ଗୁରୁତର, ଜମୁ ଡିହା ଗାଁରେ ଚଢ଼ାଉ କରିଥିଲେ ବନ କର୍ମଚାରୀ, ସମ୍ବର ମାଂସ ଓ ୨ଟି ବନ୍ଧୁକ ଜବତ କରିଥିଲେ ବନ କର୍ମଚାରୀ, ଜବତ କରି ଫେରିବା ବେଳେ ସଂଘବଦ୍ଧ ହୋଇ ଆକ୍ରମଣ କରିଥିଲେ ଶିକାରୀ February 24, 2021 admin 0 Comments Read more
Fast News ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୨୪ ଲକ୍ଷ ୯୫ ହଜାର ୩୩୯କୁ ବୃଦ୍ଧି, ସଂକ୍ରମିତଙ୍କ ସଂଖ୍ୟା ୧୧ କୋଟି ୨୬ ଲକ୍ଷ ୫୧ ହଜାର ୫୨୫କୁ ବୃଦ୍ଧି, ୮ କୋଟି ୮୨ ଲକ୍ଷ ୨୩ ହଜାର ୬୧୪ ସୁସ୍ଥ, ୨ କୋଟି ୧୯ ଲକ୍ଷ ୧୭ ହଜାର ୨୨୨ ଚିକିତ୍ସାଧୀନ, ଆମେରିକାରେ କୋରୋନା ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୧୪ ହଜାର ୯୫୮ February 24, 2021 admin 0 Comments Read more
Fast News Top News ଏଣିକି ଦିବ୍ୟାଙ୍ଗକୁ ବିବାହ କଲେ ମିଳିବ ଅଢ଼େଇ ଲକ୍ଷ ଟଙ୍କା, ପୂର୍ବରୁ ଏ ନେଇ ପ୍ରୋତ୍ସାହନ ରାଶି ଥିଲା ୫୦ ହଜାର ଟଙ୍କା, ସାମାଜିକ ନିରାପତ୍ତା ଓ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ବିଭାଗୀୟ ସଚିବ February 24, 2021 admin 0 Comments Read more
Fast News Top News ଲକଡାଉନ ବେଳେ ଓଡ଼ିଶା ଫେରିଛନ୍ତି ୧୦ ଲକ୍ଷ ୭ହଜାର ୩୩୦ ପ୍ରବାସୀ । ୟୁପିରୁ ୨୫ ଲକ୍ଷ, ବିହାରରୁ ୨୦ ଲକ୍ଷ ପ୍ରବାସୀ ଫେରିଛନ୍ତି । ପଶ୍ଚିମବଙ୍ଗରୁ ୧୫ ଲକ୍ଷ ପ୍ରବାସୀ ଫେରିଛନ୍ତି । ରାଜ୍ୟ ସରକାର ପ୍ରବାସୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି । ଗୃହରେ ଉତ୍ତର ରଖିଲେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ February 23, 2021 admin 0 Comments Read more