Fast News ନବରଙ୍ଗପୁର ତାଲାପଦରରେ ନିର୍ମାଣାଧୀନ ପୋଲ ଛାତ ଭୁଶୁଡ଼ିବା ଘଟଣା । ଗ୍ରାମ୍ୟ ଉନ୍ନୟନ ବିଭାଗର ଉମରକୋଟ SDO ଅସିତ ପାତ୍ର ଗିରଫ January 17, 2021 admin 0 Comments Read more
Fast News ରୋଜଭ୍ୟାଲି ଚିଟଫଣ୍ଡ ଦୁର୍ନୀତି । CBIରେ ଅଭିଯୁକ୍ତ ଶୁଭ୍ରା କୁଣ୍ଡୁ । କୋଲକାତାରେ ଗିରଫ ପରେ ଭୁବନେଶ୍ବର ଆଣିଲା CBI । CBI ପରେ ଶୁଭ୍ରାଙ୍କୁ ଜେରା କରିପାରେ ED । ରୋଜଭ୍ୟାଲି ଚିଟ୍ଫଣ୍ଡରେ ୧୫ହଜାର ୪୫୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଛି । ୨୦୧୫ ମାର୍ଚ ୨୬ରେ ଗିରଫ ହୋଇଥିଲେ ସଂସ୍ଥା MD ଗୌତମ କୁଣ୍ଡୁ January 17, 2021 admin 0 Comments Read more
Fast News କଟକ ଚୌଦ୍ବାରର ଏକ ବେଆଇନ କାର୍ଗୋ ଡିପୋରେ STFର ଚଢ଼ାଉ । ୫୪ ମେଟ୍ରିକ ଟନ୍ ଲାମ୍ କୋକ୍ ସହ ୮ଟି ଟ୍ରକ ଜବତ । ଜବତ ଲାମ୍ କୋକର ବଜାର ମୂଲ୍ୟ ୧୩ ଲକ୍ଷ ୫୦ ହଜାର ଟଙ୍କା । ଏହି ଚୋରା କାରବାର ଅଭିଯୋଗରେ ୧୦ ଜଣ ଗିରଫ January 17, 2021 admin 0 Comments Read more
Fast News ଦେଶରେ କୋଭିଡ ଟିକାଦାନର ପ୍ରଥମ ପର୍ଯ୍ୟାୟ, ପ୍ରଥମ ଦିନରେ ୧ ଲକ୍ଷ ୯୧ ହଜାର ୧୮୧ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକାଦାନ, ସାରା ଦେଶରେ ଟିକାଦାନ ପରେ କୌଣସି ନକାରାତ୍ମକ ପ୍ରଭାବ ନାହିଁ, କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା January 16, 2021 admin 0 Comments Read more
Fast News ସମ୍ବଲପୁର ବରେଇପାଲି ମୁଙ୍ଗାପଡ଼ାର ଏକ ଗୋଦାମରେ ଚଢ଼ାଉ, ୨୩୯ ବସ୍ତା ନକଲି ଲୁଗାସଫା ପାଉଡର ଜବତ କଲା ପୋଲିସ, ନାମୀ କମ୍ପାନିର ବ୍ରାଣ୍ଡରେ ନକଲି ଡିଟରଜେଣ୍ଟ ବିକ୍ରି ଅଭିଯୋଗ, ଗୋଦାମ ମାଲିକ ଆଶିଷ ଅଗ୍ରଓ୍ବାଲ ଅଇଁଠାପାଲି ପୋଲିସ ଦ୍ବାରା ଗିରଫ January 16, 2021 admin 0 Comments Read more
Fast News ୨ ବିଡିଓଙ୍କୁ ନିଲମ୍ବନ କଲା ପଞ୍ଚାୟତିରାଜ ବିଭାଗ । ନବରଙ୍ଗପୁରର ଝରିଗାଁ ବିଡିଓ ଦେବେନ୍ଦ୍ର ବାହାଦୂର ସିଂ ଓ ମାଲକାନଗିରିର ଚିତ୍ରକୋଣ୍ଡା ବିଡିଓ ଲରିମନ ଖରସେଲ ନିଲମ୍ବିତ । ଝରିଗାଁ JE ସୁନିଲ ସାମଲ ମଧ୍ୟ ନିଲମ୍ବିତ । IHHL ପ୍ରୋଗ୍ରାମରେ ଅନିୟମିତତା ଅଭିଯୋଗରେ ନିଲମ୍ବିତ January 16, 2021 admin 0 Comments Read more
Fast News ଦେଶରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ । ଏକ ଜାତୀୟ ଗଣମାଧ୍ୟମ ଦ୍ଵାରା ହୋଇଥିବା ସର୍ଭେରେ ହୋଇଛନ୍ତି ନମ୍ବର ୧ | ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭୁବନେଶ୍ବରର ବିଜେଡି ବିଧାୟକ ଓ କର୍ମୀ ନବୀନ ନିବାସ ଯାଇ ଜଣାଇଲେ ଅଭିନନ୍ଦନ । January 16, 2021 admin 0 Comments Read more
Fast News Top News ରାଜ୍ୟରେ ଫେରିଲା ଶୀତ ଲହରି । ୯ଟି ସହରର ତାପମାତ୍ରା ୧୧ ଡିଗ୍ରୀ ତଳେ । ୫.୮ ଡିଗ୍ରୀ ସହ ଫୁଲବାଣୀ ରାଜ୍ୟର ଶୀତଳ ସହର । ଝାରସୁଗୁଡ଼ା ୭.୬, ଦାରିଙ୍ଗବାଡ଼ି ୮, ସୁନ୍ଦରଗଡ଼ ୮.୫, କେନ୍ଦୁଝର ୯.୯, ବଲାଙ୍ଗିର ୧୦, ସୋନପୁର ୧୦.୨, ଭବାନୀପାଟଣା ୧୦.୫, ସମ୍ବଲପୁର ୧୦.୮, ଭୁବନେଶ୍ବର ୧୬ ଓ କଟକ ୧୫ ଡିଗ୍ରୀ ସେଲ୍ସିଅସ January 16, 2021 admin 0 Comments Read more
Fast News ଝାରସୁଗୁଡ଼ା ସଦର ଥାନା ଅଞ୍ଚଳରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ, ପ୍ରେମିକ ମୃତ, ପ୍ରେମିକା ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି January 16, 2021 admin 0 Comments Read more
Fast News କରୋନା ଟିକାକୁ ନେଇ ଆଜି ବିଶ୍ୱର ସର୍ବବୃହତ ଟୀକାକରଣ ଅଭିଯାନ ହେବ । ଆଜି ଦେଶର ସମସ୍ତ ରାଜ୍ୟ ଓ ୟୁନିଅନ୍ ଅଞ୍ଚଳରେ ପ୍ରାୟ ୩୦୦୬ ଟି ସ୍ଥାନ ଡିଜିଟାଲ୍ ମାଧ୍ୟମରେ ସଂଯୋଗ ହେବେ ଓ ପ୍ରତ୍ୟେକ କେନ୍ଦ୍ରରେ ୧୦୦ ଜଣ ଲୋକଙ୍କୁ ଟୀକାକରଣ କରାଯିବ । January 16, 2021 admin 0 Comments Read more