କଟକ ଶିଖରପୁରରେ ଚାଲିଥିବା ବେଆଇନ ପାଉଁରୁଟି ଫ୍ୟାକ୍ଟ୍ରିରେ CMCର ଚଢ଼ାଉ,ବିନା ଅନୁମତିରେ ନିମ୍ନ ମାନର ପାଉଁରୁଟି ଓ କେକ୍ ତିଆରି ହେଉଥିବା ଅଭିଯୋଗ, ମାନ୍ୟୁଫ୍ୟାକଚରିଂ ଓ ଏକ୍ସପାଏରି ତାରିଖ ମଧ୍ୟ ଉଲ୍ଲେଖ ନ ଥିବା ସୂଚନା, ଚଢ଼ାଉ ପରେ ସଂପୃକ୍ତ କମ୍ପାନିକୁ ସିଲ୍ କଲା କଟକ ମହାନଗର ନିଗମ

Read more

+୩ ନାମଲେଖା ପାଇଁ ଦ୍ବିତୀୟ ପର୍ଯ୍ୟାୟ ସିଲେକ୍ସନ୍‌ ଲିଷ୍ଟ ପ୍ରକାଶ,୨୦୨୧-୨୨ ବର୍ଷ ପାଇଁ ଆବେଦନ କରିଥିଲେ ୨ ଲକ୍ଷ ୪୪ ହଜାର ୨୫୨ ଛାତ୍ରଛାତ୍ରୀ,ନାମ ଲେଖା ପାଇଁ ଯୋଗ୍ୟତା ଅର୍ଜନ କଲେ ୪୦ ହଜାର ୬୧୧ ଛାତ୍ରଛାତ୍ରୀ

Read more

ଝାରସୁଗୁଡ଼ାରେ ଧରାପଡ଼ିଲା IPL ବେଟିଂ ରାକେଟ, ୬ ଲକ୍ଷ ୮୦ ହଜାର ଟଙ୍କା ଜବତ, ୨ ଗିରଫ,ଦୁବାଇ ଭାୟା କୋଲକାତା ଦେଇ ଚାଲିଥିଲା ବେଟିଂ, ଝାରସୁଗୁଡ଼ା ସହରର ଗୋଶାଳା ଛକରେ ଚଢ଼ାଉ କରି ଧରିଲା ଟାଉନ ଥାନା ପୋଲିସ, ମାମଲାରେ ସଂପୃକ୍ତ ଅନ୍ୟ ୨ ଅଭିଯୁକ୍ତ ସମ୍ବଲପୁର ଓ କୋଲକାତାରେ ଥିବା ପୋଲିସର ସୂଚନା

Read more

ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ନିମନ୍ତେ ନିକଟ ଅତୀତରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ସହ ହୋଇଥିବା ସୁରକ୍ଷା ସହଯୋଗିତାରେ ଭାରତ କିମ୍ବା ଜାପାନକୁ ସାମିଲ କରାଯିବ ନାହିଁ ବୋଲି ଯୁକ୍ତରାଷ୍ଟ୍ର ଆମେରିକା କହିଛି

Read more

‘ପେଗାସସ୍‌ ଗୁପ୍ତ ସୂଚନା ତଲାସ ମାମଲା’ର ତଦନ୍ତ ପାଇଁ ସୁପ୍ରିମ୍‌ କୋର୍ଟ ବିଶେଷଜ୍ଞ କମିଟି ଗଠନ କରିବେ ବୋଲି ଆଜି ଭାରତର ପ୍ରଧାନ ବିଚାରପତି କହିଛନ୍ତି; ଆଗାମୀ ସପ୍ତାହରେ ଏ ସମ୍ବନ୍ଧୀୟ ସବିଶେଷ ଆଦେଶନାମା ଜାରି କରାଯିବ

Read more

ବ୍ରହ୍ମପୁରର ଜାମୁଗଣ୍ଡ ନାଳରେ ଭାସି ଯୁବକ ମୃତ, ମୃତ ଯୁବକ ଜଣଙ୍କ ହେଉଛନ୍ତି ବୁରାତାଲ୍ ପଞ୍ଚାୟତ କମଳାଖତ ନୂଆସାହିର, ଯୁବକ ଭାସି ଯାଇଥିବା ସ୍ଥାନରେ ବ୍ରିଜ ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲା, ଯୁବକ ଭାସି ଯାଇ ପ୍ରାଣ ହରାଇବା ପରେ ଉତ୍ତେଜନା; ରାସ୍ତାରୋକ କରିଛନ୍ତି ଗ୍ରାମବାସୀ

Read more

ସମ୍ବଲପୁରର ବିଭିନ୍ନ ସ୍ଥାନରେ ଯୁଯୁମୁରା ପୁଲିସର ଚଢ଼ାଉ; ୪ଟି ଦେଶୀ ବନ୍ଧୁକ ଜବତ ହିଥିବାବେଳେ ୩ ଜଣଙ୍କୁ ଗିରଫ କଲା ଯୁଯୁମୁରା ପୁଲିସ, ଦେଶୀ ବନ୍ଧୁକ ପ୍ରସ୍ତୁତି ଅଭିଯୋଗରେ ଗତକାଲି ଏକ ଦମ୍ପତି ଗିରଫ ହୋଇଥିଲେ

Read more

ପୁରୀ ସଦର ଥାନା ଅଞ୍ଚଳରେ ଭାରତ ସରକାର ଲେଖାଥିବା ପ୍ରାଇଭେଟ୍ ଗାଡ଼ିରୁ ୪୦ ଗ୍ରାମ ବ୍ରାଉନ୍‌ସୁଗର ଜବତ, ୩ ଗିରଫ, ଚଢ଼ାଉ କରି ଧରିଲା ପୁରୀ STF, ଜବତ ବ୍ରାଉନ୍‌ସୁଗରର ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହେବ

Read more