କୁଚିଣ୍ଡା: ମହୁଲପାଲି ଥାନା ଲପଡ଼ା ଗାଁରେ ଟ୍ରିପଲ ମର୍ଡର, ଜମିବାଡ଼ି ବିବାଦରୁ ଟାଙ୍ଗିଆରେ ହାଣି ହତ୍ୟା କଲା ପଡ଼ୋଶୀ, ଟାଙ୍ଗିଆ ଚୋଟରେ ମାଆ, ଝିଅ ଓ ଜ୍ୱାଇଁଙ୍କ ମୃତ୍ୟୁ, ବିଲରେ ଜ୍ୱାଇଁ ଓ ଘରେ ପଡ଼ିଛି ମା, ଝିଅଙ୍କ ମୃତଦେହ

Read more

ପୁରୀ: ଶ୍ରୀଜଗନ୍ନାଥଙ୍କ ଲାଗି ସୁନା ଦାନ କଲେ ଜଣେ ଭକ୍ତ, ଦାତାଙ୍କ ସୁନାରେ ତିଆରି କରାଯିବ ଶ୍ରୀଜଗନ୍ନାଥଙ୍କ ଆଭୂଷଣ, ଶ୍ରୀମୁଖ ପଦ୍ମ ଓ ଝୋବା କଣ୍ଠି ଆଦି ଅଳଙ୍କାର ତିଆରି ହେବ ଏନେଇ ସୂଚନା ଦେଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର

Read more

କାବୁଲ: ଆଫଗାନିସ୍ତାନରେ ସୁରକ୍ଷାକର୍ମୀଙ୍କ ଉପରେ ଏକ ବଡ଼ ଆକ୍ରମଣ ହୋଇଛି। ଆତଙ୍କବାଦୀ ସଂଗଠନ ତାଲିବାନ ଦ୍ୱାରା ହୋଇଥିବା ଏହି ଆକ୍ରମଣରେ ଅତି କମରେ ୩୪ଜଣ ଆଫଗାନିସ୍ତାନ ସୁରକ୍ଷାକର୍ମୀ ନିହତ ହୋଇଛନ୍ତି। ଆଫଗାନିସ୍ତାନର ଅଧିକାରୀମାନେ ଏ ବିଷୟରେ ସୂଚନା ଦେଇଛନ୍ତି।

Read more

ବନ୍ୟା ପ୍ରଭାବିତ ତେଲଙ୍ଗାନା ଓ ହାଇଦ୍ରାବାଦ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହାୟତା, ୫ କୋଟି ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ , ରିଲିଫ ପାଇଁ ଓଡ଼ିଶାବାସୀଙ୍କ ତରଫରୁ ସହାୟତା ଘୋଷଣା

Read more

କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ବିବାଦୀୟ ଭିଡିଓ ମାମଲା: ଅସୁସ୍ଥତା କାରଣ ଯୋଗୁ ଥାନାରେ ହାଜର ହେଲେନି ଓଟିଭିର ବରିଷ୍ଠ ସାମ୍ବାଦିକ ରମେଶ ରଥ, ହାଜର ପାଇଁ ଓକିଲ ଜରିଆରେ ୧୫ ଦିନ ସମୟ ମାଗିଲେ ରମେଶ

Read more

ବାଲେଶ୍ବରରେ ବିଜୁ ଜନତା ଦଳର ମହା ମିଶ୍ରଣ ପର୍ବ, କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେଲେ ମାନସ ଦାସ ପଟ୍ଟନାୟକ, କଂଗ୍ରେସର ପୂର୍ବତନ ବିଧାୟକ ପ୍ରାର୍ଥୀ ମାନସ ଦାସ ପଟ୍ଟନାୟକ, ସଦର ବ୍ଲକ ପୂର୍ବତନ ଅଧ୍ୟକ୍ଷା ହେମଲତା ବେହେରା ବି ଯୋଗଦେଲେ, ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପସ୍ଥିତିରେ ଯୋଗଦେଲେ

Read more

ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା, ମହିଳା କମିସନଙ୍କ ନିକଟରେ ହାଜର ହେଲେ ଓଟିଭିର ଜଣେ ପ୍ରତିନିଧି, ଓଟିଭି ପକ୍ଷରୁ ଜଣେ ଓକିଲ ମଧ୍ୟ ହାଜର ହେଲେ, ପୀଡ଼ିତାଙ୍କ ମାଆଙ୍କ ଅଭିଯୋଗର ହୋଇପାରେ ଶୁଣାଣି

Read more