ବ୍ରହ୍ମପୁର ବଡ଼ବଜାରରେ ହନୁମାନ ପଇସା ଠକେଇର ପର୍ଦ୍ଦାଫାସ, ହନୁମାନ ପଇସା ଦେବା ନାଁରେ ହୋଇଥିଲା ୨ କୋଟି ଟଙ୍କାର ଠକେଇ, ଠକେଇ ମାମଲାରେ ୭ ଗିରଫ, ୩ଟି ହନୁମାନ ପଇସା ଜବତ, ଦେଢ଼ଲକ୍ଷ ଟଙ୍କା, ବାଇକ୍‌, ସ୍ପିରିଟ୍‌ ଓ ଚୁମ୍ବକ ଜବତ କଲା ପୋଲିସ

Read more

ପୁରୀ ଏସ୍‌ପିଙ୍କ ନାଁରେ ଫେସ୍‌ବୁକରେ ଖୋଲାଯାଇଛି ଫେକ୍‌ ଆକାଉଣ୍ଟ । ଦୁର୍ବୃତ୍ତଙ୍କ ଜାଲିଆତି ନେଇ ସୂଚନା ଦେଲେ SP କନୱର ବିଶାଲ ସିଂହ । ଫେକ୍ ଆକାଉଣ୍ଟର ବିଧିବଦ୍ଧ ତଦନ୍ତ ଆରମ୍ଭ କଲା ପୋଲିସ । ଆକାଉଣ୍ଟରେ ଏସ୍‌ପିଙ୍କ ସହ କେନ୍ଦ୍ରାଞ୍ଚଳ DIGଙ୍କ ଫଟୋ ରହିଥିବା ସୂଚନା

Read more

ହାଇକୋର୍ଟରେ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା । ଦ୍ଵିତୀୟ ଥର ଶବ ବ୍ୟବଚ୍ଛେଦ ଓ ଜବତ ରିପୋର୍ଟ ଦାଖଲ କଲା କ୍ରାଇମବ୍ରାଞ୍ଚ । ପୂର୍ବ ରିପୋର୍ଟ ଅସ୍ପଷ୍ଟ ଥିବାରୁ ଆଉ ଥରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ

Read more

ସାଂସଦ ଓ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ୟ ସ୍କୁଲ ଚିଠି ପ୍ରସଙ୍ଗ । ୨ଟି ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ପୁରୀ ଜିଲ୍ଲା ନିମାପଡ଼ା ବ୍ଲକର ୨ଟି ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କଲେ । ବିଷ୍ଣୁପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ଓ JBR ବାଳିକା ଉଚ୍ଚ ବିଦ୍ୟାଳୟ

Read more

ମହିଳା, ଶିଶୁ ସୁରକ୍ଷା ପାଇଁ ସ୍ୱତନ୍ତ୍ର ପୁଲିସ୍‌ ଶାଖା; ମହିଳା, ଶିଶୁ ସୁରକ୍ଷା ପାଇଁ ସ୍ୱତନ୍ତ୍ର ପୁଲିସ୍‌ ଶାଖା ନିମନ୍ତେ ପଦବୀ ମଂଜୁର; ସ୍ୱତନ୍ତ୍ର ଶାଖା ପାଇଁ ୬୨ଟି ପଦବୀକୁ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

Read more

ପୁରୀ ପିପିଲି ଉପନିର୍ବାଚନ ପାଇଁ CEOଙ୍କ ପ୍ରସ୍ତୁତି ଆରମ୍ଭ । ଆସନ୍ତାକାଲିଠୁ ଆରମ୍ଭ ହେବ ତାଲିମ ପ୍ରକ୍ରିୟା । କୋଭିଡ ଗାଇଡ୍‌ଲାଇନ ଦୃଷ୍ଟିରୁ କରାଯିବ ଅଧିକ ସଂଖ୍ୟକ ବୁଥ୍‌ । ପ୍ରତି ବୁଥରେ ହଜାରେ ଜଣ ଭୋଟରଙ୍କ ମତଦାନ ପାଇଁ ବ୍ୟବସ୍ଥା । ନିର୍ବାଚନ କମିସନଙ୍କ ତାରିଖ ଘୋଷଣା ପରେ ତ୍ବରାନ୍ବିତ ହେବ କାର୍ଯ୍ୟ

Read more