Fast News ଭୁବନେଶ୍ବରରେ ସେନା ଉପମୁଖ୍ୟ ଚଣ୍ଡି ପ୍ରସାଦ ମହାନ୍ତି, ବିମାନ ବନ୍ଦରରେ ସେନା ଉପମୁଖ୍ୟ ଚଣ୍ଡି ପ୍ରସାଦ ମହାନ୍ତିଙ୍କୁ ସ୍ବାଗତ, ୧୨୦ ବାଟାଲିଅନ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଛି, ଆଜି ୧୨୦ ବାଟାଲିଅନରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ, କାଲି ସୈନିକ ସ୍କୁଲର ଏକ କାର୍ଯ୍ୟକ୍ରମରେ ଯୋଗଦେବେ ଚଣ୍ଡି ପ୍ରସାଦ January 19, 2021 admin 0 Comments Read more
Fast News ଟେଷ୍ଟ ଚାମ୍ପିଅନସିପ୍ ତାଲିକାର ନମ୍ବର ୧ରେ ଭାରତ, ବ୍ରିସ୍ବେନ୍ ଟେଷ୍ଟ ଜିତିବା ପରେ ଭାରତ ୧ ନମ୍ବରରେ, ମ୍ୟାଚ୍ ହାରିବା ପରେ ଅଷ୍ଟ୍ରେଲିଆ ତୃତୀୟ ନମ୍ବରକୁ ଖସିଲା January 19, 2021 admin 0 Comments Read more
Fast News ରାଜଧାନୀରେ କିଡ୍ନୀ ଦେବା ନାଁରେ ଠକେଇ ମାମଲା । ମୁଖ୍ୟ ଅଭିଯୁକ୍ତ ହିମାଂଶୁ ନନ୍ଦକୁ ପିପିଲି ନେଇ ତଦନ୍ତ କରୁଛି ପୋଲିସ । ପିପିଲି ଗୁଡ଼ିଆପୋଖରୀ ନିକଟ ଫ୍ୟାନ୍ସି ଫୁଡ୍ ଦୋକାନରେ ଚଢ଼ାଉ । କଂପ୍ୟୁଟର, ହାର୍ଡ ଡିସ୍କ, ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ବହୁ ATM କାର୍ଡ ଜବତ January 17, 2021 admin 0 Comments Read more
Fast News କୋରାପୁଟ ଜୟପୁରରେ କେନାଲକୁ ଖସିଲା କାର୍ । ଜଣେ ନିଖୋଜ, ୨ ଜଣଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ । ଅଗ୍ନିଶମ, ପୋଲିସ ବିଭାଗ ଓ ସ୍କୁବା ଡାଇଭରଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି January 17, 2021 admin 0 Comments Read more
Fast News ନବରଙ୍ଗପୁର ତାଲାପଦରରେ ନିର୍ମାଣାଧୀନ ପୋଲ ଛାତ ଭୁଶୁଡ଼ିବା ଘଟଣା । ଗ୍ରାମ୍ୟ ଉନ୍ନୟନ ବିଭାଗର ଉମରକୋଟ SDO ଅସିତ ପାତ୍ର ଗିରଫ January 17, 2021 admin 0 Comments Read more
Fast News ରୋଜଭ୍ୟାଲି ଚିଟଫଣ୍ଡ ଦୁର୍ନୀତି । CBIରେ ଅଭିଯୁକ୍ତ ଶୁଭ୍ରା କୁଣ୍ଡୁ । କୋଲକାତାରେ ଗିରଫ ପରେ ଭୁବନେଶ୍ବର ଆଣିଲା CBI । CBI ପରେ ଶୁଭ୍ରାଙ୍କୁ ଜେରା କରିପାରେ ED । ରୋଜଭ୍ୟାଲି ଚିଟ୍ଫଣ୍ଡରେ ୧୫ହଜାର ୪୫୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଛି । ୨୦୧୫ ମାର୍ଚ ୨୬ରେ ଗିରଫ ହୋଇଥିଲେ ସଂସ୍ଥା MD ଗୌତମ କୁଣ୍ଡୁ January 17, 2021 admin 0 Comments Read more
Fast News କଟକ ଚୌଦ୍ବାରର ଏକ ବେଆଇନ କାର୍ଗୋ ଡିପୋରେ STFର ଚଢ଼ାଉ । ୫୪ ମେଟ୍ରିକ ଟନ୍ ଲାମ୍ କୋକ୍ ସହ ୮ଟି ଟ୍ରକ ଜବତ । ଜବତ ଲାମ୍ କୋକର ବଜାର ମୂଲ୍ୟ ୧୩ ଲକ୍ଷ ୫୦ ହଜାର ଟଙ୍କା । ଏହି ଚୋରା କାରବାର ଅଭିଯୋଗରେ ୧୦ ଜଣ ଗିରଫ January 17, 2021 admin 0 Comments Read more
Fast News ଦେଶରେ କୋଭିଡ ଟିକାଦାନର ପ୍ରଥମ ପର୍ଯ୍ୟାୟ, ପ୍ରଥମ ଦିନରେ ୧ ଲକ୍ଷ ୯୧ ହଜାର ୧୮୧ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକାଦାନ, ସାରା ଦେଶରେ ଟିକାଦାନ ପରେ କୌଣସି ନକାରାତ୍ମକ ପ୍ରଭାବ ନାହିଁ, କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା January 16, 2021 admin 0 Comments Read more
Fast News ସମ୍ବଲପୁର ବରେଇପାଲି ମୁଙ୍ଗାପଡ଼ାର ଏକ ଗୋଦାମରେ ଚଢ଼ାଉ, ୨୩୯ ବସ୍ତା ନକଲି ଲୁଗାସଫା ପାଉଡର ଜବତ କଲା ପୋଲିସ, ନାମୀ କମ୍ପାନିର ବ୍ରାଣ୍ଡରେ ନକଲି ଡିଟରଜେଣ୍ଟ ବିକ୍ରି ଅଭିଯୋଗ, ଗୋଦାମ ମାଲିକ ଆଶିଷ ଅଗ୍ରଓ୍ବାଲ ଅଇଁଠାପାଲି ପୋଲିସ ଦ୍ବାରା ଗିରଫ January 16, 2021 admin 0 Comments Read more
Fast News ୨ ବିଡିଓଙ୍କୁ ନିଲମ୍ବନ କଲା ପଞ୍ଚାୟତିରାଜ ବିଭାଗ । ନବରଙ୍ଗପୁରର ଝରିଗାଁ ବିଡିଓ ଦେବେନ୍ଦ୍ର ବାହାଦୂର ସିଂ ଓ ମାଲକାନଗିରିର ଚିତ୍ରକୋଣ୍ଡା ବିଡିଓ ଲରିମନ ଖରସେଲ ନିଲମ୍ବିତ । ଝରିଗାଁ JE ସୁନିଲ ସାମଲ ମଧ୍ୟ ନିଲମ୍ବିତ । IHHL ପ୍ରୋଗ୍ରାମରେ ଅନିୟମିତତା ଅଭିଯୋଗରେ ନିଲମ୍ବିତ January 16, 2021 admin 0 Comments Read more