କଟକର କର୍କଟ ରୋଗ ଚିକିତ୍ସା କେନ୍ଦ୍ର ଓ ଶିଶୁ ଭବନର ହେବ ସମ୍ପ୍ରସାରଣ । କର୍କଟ ଚିକିତ୍ସା କେନ୍ଦ୍ରର ଶଯ୍ୟା ସଂଖ୍ୟା ୬ ଶହକୁ ଓ ଶିଶୁ ଭବନର ଶଯ୍ୟା ସଂଖ୍ୟା ୬୦୩କୁ ବୃଦ୍ଧି ପାଇବ । SCB ସମ୍ପ୍ରସାରଣ ୨୦୨୩ ଡିସେମ୍ବର ସୁଦ୍ଧା ସରିବ । କେନ୍ଦ୍ରାଞ୍ଚଳ RDCଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି

Read more

କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ BJP ମହିଳା ମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀଙ୍କ ବାସଭବନ ଘେରାଉ । ଅରୁଣ ସାହୁଙ୍କ ଘର ପୂର୍ବରୁ ଲାଗିଥିବା ବ୍ୟାରିକେଡ ନିକଟରେ ପୋଲିସ ସହ ଧସ୍ତାଧସ୍ତି । କିଛି BJP ମହିଳା ମୋର୍ଚ୍ଚା କର୍ମୀଙ୍କୁ ଉଠାଇ ନେଲା ପୋଲିସ

Read more

ଢେଙ୍କାନାଳ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ସରକାରୀ କ୍ବାର୍ଟରରୁ ଛଟେଇ ପିଅନ ସୂର୍ଯ୍ୟକାନ୍ତ ସ୍ବାଇଁଙ୍କ ମୃତଦେହ ଉଦ୍ଧାର । ଗତ ରାତିରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ । ୧୨ ବର୍ଷରୁ ଅଧିକ ସମୟ ଧରି ଜିଲ୍ଲା ଯୋଜନା ଅଫିସରେ କାର୍ଯ୍ୟ କରୁଥିବା ସୂର୍ଯ୍ୟକାନ୍ତଙ୍କୁ ଗତ ଫେବୃଆରୀରେ ଛଟେଇ କରାଯାଇଥିଲା

Read more

ଶନିବାର ଅଦାଲତ ବନ୍ଦ ରହିବ। ଡିସେମ୍ବର ମାସର କାର୍ଯ୍ୟ ଦିବସ ଥିବା ସମସ୍ତ ଶନିବାର ଦିନ ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ବନ୍ଦ ରହିବ। ଏ ନେଇ ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନଭେମ୍ବର ୨୮ରେ ରାଜ୍ୟ ସରକାର ଜାରି କରିଥିବା ବିଜ୍ଞପ୍ତି ଆଧାରରେ ହାଇକୋର୍ଟ ପକ୍ଷରୁ ଏପରି ନିର୍ଦ୍ଦେଶନାମା ଜାରି କରାଯାଇଛି।

Read more

ସୁପ୍ରିମ କୋର୍ଟଙ୍କ ଆଦେଶ ଅନୁସାରେ ଦେଶର ସବୁ ଥାନା, CBI କାର୍ଯ୍ୟାଳୟ, ED ଓ NIA କାର୍ଯ୍ୟାଳୟରେ CCTV କ୍ୟାମେରା ଲାଗିବାକୁ ଯାଉଛି । ଆସନ୍ତା ଛଅ ମାସ ମଧ୍ୟରେ ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ ସୁପ୍ରିମ କୋର୍ଟ ଆଦେଶ ଦେଇଛନ୍ତି

Read more

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ  ଭୁବନେଶ୍ବର ସରକାରୀ ବାସଭବନରୁ ଉଠାଇନେଲା କ୍ରାଇମବ୍ରାଞ୍ଚ EOW । ବେଆଇନ ଅର୍ଥ କାରବାର ନେଇ ପଚରାଉଚରା ପାଇଁ ନେଇଥିବା ସୂଚନା । ୧୦ରୁ ଅଧିକ ପୋଲିସ ଉଠାଇ ନେଇଥିବା ପତ୍ନୀ ସୁଜାତାଙ୍କ ଅଭିଯୋଗ

Read more