Fast News ଦେଶରେ ୨୪ ଘଣ୍ଟାରେ ୨ ଲକ୍ଷ ୯୫ ହଜାର ୪୧ ନୂଆ ପଜିଟିଭ, ୨ ହଜାର ୨୩ ଜଣଙ୍କ ମୃତ୍ୟୁ, ଦେଶରେ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୮୨ ହଜାର ୫୫୩କୁ ବୃଦ୍ଧି, ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୫୬ ଲକ୍ଷ ୧୬ ହଜାର ୧୩୦କୁ ବୃଦ୍ଧି,ଦେଶରେ ୨୧ ଲକ୍ଷ ୫୭ ହଜାର ୫୩୮ ଚିକିତ୍ସାଧୀନ, ୧ କୋଟି ୩୨ ଲକ୍ଷ ୭୬ ହଜାର ୩୯ ଜଣ ସୁସ୍ଥ April 21, 2021 admin 0 Comments Read more
Fast News ବରଗଡ଼ ଗାଇସଲେଟ ବ୍ଲକ ଉମରାଡ଼ ଗାଁରେ ହାତୀ ଆକ୍ରମଣରେ ୩ ଯୁବକ ମୃତ । ଶୌଚ ପାଇଁ ଯାଇଥିବା ବଳେ ହାତୀ ଆକ୍ରମଣ କରିଥିବା ସୂଚନା । ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ, ମୃତକମାନେ ମାଲ ସେଠ, ବିରଞ୍ଚି କୁମ୍ଭାର ଓ ନାଥପାଲି ଗାଁର ଅନ୍ୟ ଜଣେ ଯୁବକ ମୃତ April 21, 2021 admin 0 Comments Read more
Fast News ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ କନଷ୍ଟେବଲ ମହମ୍ମଦ ମୌସିମଙ୍କ ସମେତ ୨ ଗିରଫ, ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ଥାନା ପୁଲିସ April 20, 2021 admin 0 Comments Read more
Fast News ଓଏଲଏକ୍ସ ଗାଡ଼ି ଠକେଇ ମାମଲାରେ ଗିରଫ ତୃପ୍ତି ଦାଶଙ୍କ ବିପୁଳ ସମ୍ପତ୍ତି ଠାବ, ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ସୂଚନା, ଏକସଙ୍ଗେ ୯ଟି ସଂସ୍ଥା ଚଳାଇଥିଲେ; ଗୋଟିଏରେ GST ଦେଉଥିଲେ April 20, 2021 admin 0 Comments Read more
Fast News ନୟାଗଡ଼ ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟ ରଞ୍ଜନ ପ୍ରଧାନଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବରେ ପଡ଼ିଲା ୧୫ ଭୋଟ୍, ୧୬ ୱାର୍ଡ ସଭ୍ୟଙ୍କ ମଧ୍ୟରୁ ୧୫ ଜଣ ସୌମ୍ୟଙ୍କ ବିରୋଧରେ ଭୋଟ୍ ଦେଇଥିବା କହିଲେ ନିର୍ବାହୀ ଅଧିକାରୀ; ପରୀ ହତ୍ୟା ଘଟଣାରେ ମନ୍ତ୍ରୀଙ୍କ ସହ ଅଡିଓ ଭାଇରାଲ ନେଇ ଚର୍ଚ୍ଚାରେ ଥିଲେ ସୌମ୍ୟ April 20, 2021 admin 0 Comments Read more
Fast News କୁମ୍ଭମେଳାରୁ କଟକ ଫେରିଥିବା ୧୩ ଜଣ ବ୍ୟକ୍ତି ପଜିଟିଭ୍ ଚିହ୍ନଟ, ରେଳ ଷ୍ଟେସନରେ ଯାଞ୍ଚ ବେଳେ ୩୦ଟି ନମୁନାରୁ ୧୩ଟି ପଜିଟିଭ ବାହାରିଥିବା ନେଇ CMC ର ସୂଚନା April 20, 2021 admin 0 Comments Read more
Fast News ଆସନ୍ତାକାଲି ବିନା ଭକ୍ତରେ ହେବ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା, ପୋଲିସ ଓ ସେବାୟତଙ୍କ ଦ୍ବାରା ରଥଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି, କାଲି ଦିନ ୧୨ଟାରୁ ସଂଧ୍ୟା ୭ଟା ଯାଏ ଜାରି ହେବ ୧୪୪ ଧାରା,ଲିଙ୍ଗରାଜ ମନ୍ଦିର ଓ ରଥ ପରିସରରେ ୧୪୪ ଧାରା ଜାରି ପାଇଁ ନିର୍ଦ୍ଦେଶ, ୧୫ ପ୍ଲାଟୁନ ଫୋର୍ସ ମୁତୟନ କଲା କମିସନରେଟ ପୋଲିସ April 19, 2021 admin 0 Comments Read more
Fast News ଶ୍ରଦ୍ଧାଳୁଙ୍କ ପାଇଁ ଲିଙ୍ଗରାଜ ମନ୍ଦିର ଦର୍ଶନ ବନ୍ଦ: କିଛି ସେବାୟତ କରୋନା ସଂକ୍ରମିତ ହେବାରୁ ଦର୍ଶନ ବନ୍ଦ ନିଷ୍ପତ୍ତି, କେବଳ ସେବାୟତଙ୍କ ଦ୍ୱାରା ନୀତିକାନ୍ତି କରିବାକୁ ନିଷ୍ପତ୍ତି April 18, 2021April 18, 2021 Kadambini 0 Comments Read more
Fast News କଟକ ବଡ଼ ଡାକ୍ତରଖାନାରୁ ହାଇଦର ଫେରାର ହେବା ଘଟଣା, ଫେରାର ହେବାରେ ସହଯୋଗ କରିବା ଅଭିଯୋଗରେ ଆଉ ୩ ଗିରଫ, ବାଲେଶ୍ବର ଭୋଗରାଇ ଅଞ୍ଚଳର ଯୁବତୀ ଅର୍ଚ୍ଚନା ପରିଡ଼ା ଓରଫ ଗେଲୀ , କଟକ ଯୋବ୍ରାର ଇମ୍ରାନ ଖାନ, କେନ୍ଦ୍ରାପଡ଼ାର ସେକ୍ ରସିଉଦ୍ଦିନ ଗିରଫ, ପୂର୍ବରୁ ହାଇଦର ଫେରାର ମାମଲାରେ ୩ ଗିରଫ ହୋଇଥିଲେ April 17, 2021 admin 0 Comments Read more
Fast News ଛତିଶଗଡ଼-ଓଡ଼ିଶା ଟ୍ରେନ୍ ଚଳାଚଳ ବନ୍ଦ କରିବାକୁ କେନ୍ଦ୍ର ଗୃହ ସଚିବଙ୍କୁ ଅନୁରୋଧ କଲେ ମୁଖ୍ୟ ଶାସନ ସଚିବ । ଅତି କମରେ ୧୫ ଦିନ ପାଇଁ ବନ୍ଦ କରିବାକୁ କଲେ ଅନୁରୋଧ । ଏବେ ଛତିଶଗଡ଼-ଓଡ଼ିଶା ମଧ୍ୟରେ ୧୮ ଟ୍ରେନ୍ ଚଳାଚଳ କରୁଛି April 16, 2021 admin 0 Comments Read more