କଟକରେ ବଡ଼ ଧରଣର ବାଇକ୍ ଲୁଟେରା ଗ୍ୟାଙ୍ଗ ଠାବ । ଲୁଟେରା ଗ୍ୟାଙ୍ଗର ୫ ସଦସ୍ୟ ଗିରଫ, ୩୫ ଚୋରା ବାଇକ୍ ଜବତ । ଲୁଟେରା ଗ୍ୟାଙ୍ଗର ୫ ସଦସ୍ୟଙ୍କୁ ଗିରଫ କଲା ଜଗତପୁର ପୋଲିସ । ସୂଚନା ଦେଲେ କଟକ ଡିସିପି ପ୍ରତୀକ ସିଂହ

Read more

କୋରାପୁଟର ଏକଟାପୁଟ ଗାଁରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ । ଏକଟାପୁଟ ଗାଁରେ ଖଡୁ କ୍ରିସାନିଙ୍କ ଘରୁ ଗଞ୍ଜେଇ ଜବତ କଲା ପୋଲିସ । ୧୩ କ୍ବିଣ୍ଟାଲରୁ ଅଧିକ ପରିମାଣର ଗଞ୍ଜେଇ ଜବତ, ୨ ଅଭିଯୁକ୍ତ ଫେରାର । ନନ୍ଦପୁର SDPOଙ୍କ ନେତୃତ୍ବରେ ହୋଇଥିଲା ଚଢ଼ାଉ

Read more

ପିଆଜ ଦର ବୃଦ୍ଧି ପ୍ରସଙ୍ଗରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପ୍ରତିକ୍ରିୟା, ଅତ୍ୟାବଶ୍ୟକୀୟ ସାମଗ୍ରୀରୁ ପିଆଜକୁ ବାଦ ଦିଆଯିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି, ପୁନର୍ବିଚାର କରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କଲେ ମନ୍ତ୍ରୀ

Read more

ରାଜ୍ୟରେ ଆଉ ୧୮ ଜଣଙ୍କ ଜୀବନ ନେଲା କୋରୋନା । ଅନୁଗୁଳ ଓ ଗଜପତିରେ ୩ ଜଣ ଲେଖାଏଁ ମୃତ । ଭୁବନେଶ୍ବର ଓ ମୟୂରଭଞ୍ଜରୁ ୨ ଜଣ ଲେଖାଏଁ ମୃତ । ଭଦ୍ରକ, ଢେଙ୍କାନାଳ, ଖୋର୍ଦ୍ଧା ଓ ମାଲକାନଗିରି, ନବରଙ୍ଗପୁର ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ । ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୧୨୧୪କୁ ବୃଦ୍ଧି

Read more

ଗ୍ରୀନ କରିଡର ମଧ୍ୟରେ ଏୟାରପୋର୍ଟରେ ପହଞ୍ଚିଲା ଆମ୍ବୁଲାନ୍ସ,, ଗ୍ରୀନ କରିଡରରେ ନୟାପଲ୍ଲୀରୁ ଏୟାରପୋର୍ଟ ଗଲେ କୋରୋନା ଆକ୍ରାନ୍ତ, ଅଧିକ ଚିକିତ୍ସା ପାଇଁ ପୁରୀର ଆକ୍ରାନ୍ତଙ୍କୁ ନିଆଯାଉଛି ହାଇଦ୍ରାବାଦ |

Read more