ଜୁନିଅର କଲେଜରେ ସିଟ୍‌ ବୃଦ୍ଧି ପାଇଁ ଦ୍ଵିତୀୟ ସୁଯୋଗ । ସିଟ୍‌ ବୃଦ୍ଧି ପାଇଁ ଜୁଲାଇ ୨୭ ଓ ୨୮ରେ ଆବେଦନ କରିପାରିବେ କଲେଜ । #SAMS online ପୋର୍ଟାଲ ଜରିଆରେ ଆବେଦନ କରିବ ଜୁନିଅର କଲେଜ । ଜୁଲାଇ ୨୮ ଦିନ ୧୨ଟା ପରେ ଗ୍ରହଣ କରାଯିବ ନାହିଁ ଆବେଦନ ।

Read more

ଲୋକସେବା ଭବନରେ ସଂସ୍କୃତି ବିଭାଗର ଡେସ୍କ ଅଫିସର ସନ୍ତୋଷ ଦଳବେହେରା ମାସେ ହେଲା ନିଖୋଜ, ନିଖୋଜ ନେଇ ଉପରିସ୍ଥ ଅଧିକାରୀଙ୍କୁ ଦାୟୀ କରିଛନ୍ତି ସନ୍ତୋଷଙ୍କ ପତ୍ନୀ, ଅତ୍ୟଧିକ କର୍ମଚାପ ଯୋଗୁଁ ସନ୍ତୋଷ କିଛି ପଦକ୍ଷେପ ନେଇପାରିଥାନ୍ତି ବୋଲି କହିଲେ, ତା’ସହିତ ସ୍ୱାମୀଙ୍କୁ କେହି ଅପହରଣ କରିଥିବା ସନ୍ଦେହ କରୁଥିବା କହିଛନ୍ତି | ସହିଦ ନଗର ଥାନାରେ ମାମଲା ୠଜୁ

Read more

ଏନ୍‌କାଉଣ୍ଟରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ଘଟଣା: ପତ୍ନୀ ଓ ଦୁଇ ବୋହୂଙ୍କୁ ମୃତଦେହ ଦେଖାଯିବା ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ପୋଷ୍ଟମର୍ଟମ ଆରମ୍ଭ, ହାଇଦର ପକେଟରୁ ଫୋନ୍ ଓ ଡାଏରୀ ଜବତ, ତା’ ଶରୀରରେ ୩ ରାଉଣ୍ଡ ଗୁଳି ବାଜିଥିବା ସୂଚନା

Read more

ଆସନ୍ତାକାଲିଠୁ ରାଜ୍ୟରେ ଖୋଲିବ ସ୍କୁଲ । ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲା ସ୍କୁଲ ଆସିବେ । ସ୍କୁଲ ଖୋଲିବା ପୂର୍ବରୁ ବିଶୋଧନ କରାଯାଇଛି । ପିଲାମାନେ ସ୍କୁଲ ଆସିବା ପାଇଁ ପ୍ରଧାନଶିକ୍ଷକ ମାନେ ଅଭିଭାବକଙ୍କୁ ଅନୁମତି ମାଗିଛନ୍ତି ।

Read more

‘ମନ୍ କି ବାତ୍’ରେ ସମ୍ବଲପୁରର ଇଷାକ ମୁଣ୍ଡାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: କହିଲେ- ଜଣେ ଶ୍ରମିକ ଭାବେ କାମ କରୁଥିବା ଇଷାକ ଆଜି ଜଣେ ଲୋକପ୍ରିୟ ୟୁଟ୍ୟୁବର, ୟୁଟ୍ୟୁବରେ ବିଶେଷ କରି ଓଡ଼ିଶାର ପଖାଳ ନେଇ ଭିଡିଓ କରିଥିଲେ, ଯାହା ଅନ୍ୟ ସମସ୍ତ ପ୍ରକାର ଖାଦ୍ୟ ବ୍ୟଞ୍ଜନ ଠାରୁ ଅଲଗା ଅନୁଭବ ହୋଇଥିଲା

Read more

ବାଲେଶ୍ବର ସିମୁଳିଆ ଥାନାରେ ଗ୍ୟାଙ୍ଗଷ୍ଟର ହାଇଦର ନାଁରେ ମାମଲା ରୁଜୁ । ଖସି ପଳାଇବା, ଡକାୟତି, ଅସ୍ତ୍ରଶସ୍ତ୍ର ରଖିବା ଦଫାରେ ମାମଲା ରୁଜୁ । ସରକାରୀ କର୍ମଚାରୀଙ୍କୁ ଆକ୍ରମଣ, ଧମକ ଓ ଗାଳିଗୁଲଜ ଦଫା ଲାଗିଲା । ଗତକାଲି ଏନ୍‌କାଉଣ୍ଟରରେ ହାଇଦରର ମୃତ୍ୟୁ ହୋଇଥିଲା

Read more

ଆକାଶ-ନ୍ୟୁ ଜେନେରେସନ ମିଜାଇଲର ବ୍ୟାବହାରିକ ପରୀକ୍ଷଣ; ବାଲେଶ୍ୱର ଚାନ୍ଦିପୁର ୩ ନଂ ଲଞ୍ଚପ୍ୟାଡରୁ ମଧ୍ୟାହ୍ନ ୧୨ଟାରେ ପରୀକ୍ଷଣ; ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ ହୋଇପାରୁଥିବା ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର; ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ; ଲକ୍ଷଭେଦ କ୍ଷମତା ୪୦ କିମି

Read more

TMC ରାଜ୍ୟସଭା ସାଂସଦ ଶାନ୍ତନୁ ସେନ୍‌ ନିଲମ୍ବିତ, ମୌସୁମୀ ଅଧିବେଶନ ଶେଷ ପର୍ଯ୍ୟନ୍ତ ରାଜ୍ୟସଭାରୁ ଶାନ୍ତନୁ ନିଲମ୍ବିତ, କାଲି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କଠାରୁ ପେପର୍‌ ଛଡ଼ାଇ ନେଇଥିଲେ

Read more

ସାରା ରାଜ୍ୟରେ ଲଘୁଚାପ ପ୍ରଭାବରେ ବର୍ଷା ଜାରି । କାଲିଠୁ ଆଜି ସକାଳ ସାଢ଼େ ୫ଟା ସୁଦ୍ଧା ପାରାଦୀପରେ ସର୍ବାଧିକ ବର୍ଷା । ପାରାଦୀପରେ ୧୨୨ ମିମି ବର୍ଷା ରେକର୍ଡ କରାଯାଇଛି । ପୁରୀରେ ୧୨୧, ଚାନ୍ଦବାଲିରେ ୮୬ ମିମି ବର୍ଷା ରେକର୍ଡ । ବାଲେଶ୍ବରରେ ୪୬ ଓ ଭୁବନେଶ୍ବରରେ ୩୩ ମିମି ବର୍ଷା ରେକର୍ଡ

Read more