Fast News ଭୁବନେଶ୍ବର ସିଆରପି ଛକରେ ଟୁକୁନା ଦାସ ହତ୍ୟା ଘଟଣା, ଅଭିଯୁକ୍ତଙ୍କୁ ମାଡ଼ ମାରିବା ଓ PCR ଭ୍ୟାନ ଭାଙ୍ଗିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ March 7, 2021 admin 0 Comments Read more
Fast News ନୀଳଗିରି: ନିମପାଳ ନିକଟରେ କାର୍ ଭିତରେ ଯୁବକଙ୍କ ମୃତ୍ୟୁ; ସାଙ୍ଗମାନଙ୍କ ସହ ପୁରୀରୁ ଫେରିବା ବାଟରେ ଯୁବକଙ୍କ ମୃତ୍ୟୁ; ଦୁଇ ଦିନ ତଳେ ପୁରୀ ବୁଲିବାକୁ ଯାଇଥିଲେ ବାରିପଦାର ଯୁବକ; ଚେତାଶୂନ୍ୟ ହେବା ପରେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା; ଡାକ୍ତର ମୃତ ଘୋଷଣା କରିବା ପରେ ଉତ୍ତେଜନା March 6, 2021 admin 0 Comments Read more
Fast News ବୌଦ୍ଧ ପୁରୁଣାକଟକ ଥାନା କରଡ଼ାକୋଠାରେ ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍କୁ ଧକ୍କା ଦେଲା କାର୍: ବାପାଙ୍କ ଶେଷକୃତ୍ୟ ସାରି ପୁରୀରୁ ଫେରୁଥିବା ପୁଅ ମୃତ, ଅନ୍ୟ ୪ ସଂପର୍କୀୟ ଗୁରୁତର, ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ମୃତକ-ସୁବର୍ଣ୍ଣପୁର ଜିଲ୍ଲା ତରଭା ଅଞ୍ଚଳର ଅରୁଣ ମେହେର । March 6, 2021 admin 0 Comments Read more
Fast News ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ MSME ବାଣିଜ୍ୟ ମେଳା ଉଦ୍ଘାଟିତ । ବାଣିଜ୍ୟ ମେଳା ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାର୍ଚ ୯ ତାରିଖ ଯାଏ ଚାଲିବ ଏ ବର୍ଷର ବାଣିଜ୍ୟ ମେଳା । ଏବର୍ଷ ମେଳାର ବିଷୟବସ୍ତୁ- ‘ଗଢ଼ିବା, ବଢ଼ିବା ଓ ସମୃଦ୍ଧ ହେବା’ March 5, 2021 admin 0 Comments Read more
Fast News ଗଞ୍ଜାମ ଛତ୍ରପୁର ବ୍ଲକ୍ ଅଗସ୍ତି ନୂଆଗାଁ ସରପଞ୍ଚ ପି.ସୀମାଦ୍ରି ଅଯୋଗ୍ୟ ଘୋଷିତ । ଓଡ଼ିଆ ଲେଖି, ପଢ଼ି ଜାଣି ନଥିବାରୁ ଅଯୋଗ୍ୟ ଘୋଷଣା କଲେ ଛତ୍ରପୁର ସିଭିଲ କୋର୍ଟ । March 5, 2021 admin 0 Comments Read more
Fast News ସମ୍ବଲପୁର SDJM କୋର୍ଟଙ୍କ ନକଲି ନିର୍ଦ୍ଦେଶନାମା ଦେଇ ଗିରଫ ହେଲେ ଓକିଲ ବାବୁ । ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ ଛଡ଼ାଇବା ପାଇଁ ସମ୍ବଲପୁର ଯୁଜୁମୁରା ଥାନାରେ ଓକିଲ ବ୍ରଜ ପ୍ରଧାନ ଦେଇଥିଲେ ନକଲି କୋର୍ଟ ଅର୍ଡର । ବ୍ରଜ ପ୍ରଧାନଙ୍କୁ ଜାଲିଆତି ମାମଲାରେ ଗିରଫ କରି କୋର୍ଟ ଚାଲାଣ କଲା ଯୁଜୁମୁରା ପୋଲିସ March 5, 2021 admin 0 Comments Read more
Fast News Top News ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବଡ଼ ଘୋଷଣା । ରିଲାଏନ୍ସର ସମସ୍ତ କର୍ମଚାରୀ ଓ ପରିବାର ବର୍ଗଙ୍କୁ ମିଳିବ କୋରୋନା ଟିକା । ଟିକାକରଣର ସମସ୍ତ ଖର୍ଚ୍ଚ ବହନ କରିବ କମ୍ପାନି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ରେ ୬ ଲକ୍ଷ କର୍ମଚାରୀ ଅଛନ୍ତି March 5, 2021 admin 0 Comments Read more
Fast News ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଜୁଲୁଣ୍ଡା ଗାଁରେ ଅଭାବନୀୟ ଘଟଣା । ଗତକାଲି ବାହାଘର ହୋଇଥିଲା , ଆଜି ସକାଳେ ଶାଶୂ ଘରକୁ ଯିବାବେଳେ ନବବଧୂ ରୋଜି ସାହୁଙ୍କ ହୃତ୍ଘାତରେ ମୃତ୍ୟୁ । ଡୁଙ୍ଗୁରିପାଲି ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର March 5, 2021 admin 0 Comments Read more
Fast News ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲା । ଆଜି ଚାର୍ଜସିଟ୍ ଦାଖଲ କରିବ NCB । ମୋଟ ୩୩ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିବ NCB March 5, 2021 admin 0 Comments Read more
Fast News ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ । ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ March 5, 2021 admin 0 Comments Read more