ସମ୍ବଲପୁର SDJM କୋର୍ଟଙ୍କ ନକଲି ନିର୍ଦ୍ଦେଶନାମା ଦେଇ ଗିରଫ ହେଲେ ଓକିଲ ବାବୁ । ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଛଡ଼ାଇବା ପାଇଁ ସମ୍ବଲପୁର ଯୁଜୁମୁରା ଥାନାରେ ଓକିଲ ବ୍ରଜ ପ୍ରଧାନ ଦେଇଥିଲେ ନକଲି କୋର୍ଟ ଅର୍ଡର । ବ୍ରଜ ପ୍ରଧାନଙ୍କୁ ଜାଲିଆତି ମାମଲାରେ ଗିରଫ କରି କୋର୍ଟ ଚାଲାଣ କଲା ଯୁଜୁମୁରା ପୋଲିସ

Read more

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବଡ଼ ଘୋଷଣା । ରିଲାଏନ୍ସର ସମସ୍ତ କର୍ମଚାରୀ ଓ ପରିବାର ବର୍ଗଙ୍କୁ ମିଳିବ କୋରୋନା ଟିକା । ଟିକାକରଣର ସମସ୍ତ ଖର୍ଚ୍ଚ ବହନ କରିବ କମ୍ପାନି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ରେ ୬ ଲକ୍ଷ କର୍ମଚାରୀ ଅଛନ୍ତି

Read more

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଜୁଲୁଣ୍ଡା ଗାଁରେ ଅଭାବନୀୟ ଘଟଣା । ଗତକାଲି ବାହାଘର ହୋଇଥିଲା , ଆଜି ସକାଳେ ଶାଶୂ ଘରକୁ ଯିବାବେଳେ ନବବଧୂ ରୋଜି ସାହୁଙ୍କ ହୃତ୍‌ଘାତରେ ମୃତ୍ୟୁ । ଡୁଙ୍ଗୁରିପାଲି ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର

Read more

ବ୍ରହ୍ମପୁର ଗୋଳନ୍ଥରା ଥାନା ରଣ୍ଢା ଛକରେ ବେଆଇନ ଭାବେ ଆନ୍ଧ୍ର ଚାଲାଣ ବେଳେ ନାବାଳିକାଙ୍କୁ ଉଦ୍ଧାର କଲେ ଲୋକେ । ନାବାଳିକା ଚାଲାଣ କରୁଥିବା ମହିଳାଙ୍କୂୁ ଅଟକ ରଖି ଗୋଳନ୍ଥରା ପୋଲିସ ଜିମା କଲେ ସ୍ଥାନୀୟ ଲୋକେ । ମହିଳାଙ୍କ ନିକଟରୁ ୪ ଜଣ ନାବାଳିକା ଉଦ୍ଧାର

Read more

ବଲାଙ୍ଗିର ଟିଟିଲାଗଡ଼ରେ GST ଓ ଏନ୍‌ଫୋର୍ସମେଣ୍ଟ ବିଭାଗର ଚଢ଼ାଉ । GST ଫାଙ୍କି ଅଭିଯୋଗରେ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ । ଅଗ୍ରୱାଲ ଟ୍ରେଡିଂ, ମନୀଷା ଷ୍ଟ୍ରିଲିମ, ଶ୍ରୀ ଅମ୍ବିକା ଓ ଜି.ଏସ.ଏଣ୍ଡ କୋ ଉପରେ ଚଢ଼ାଉ ଜାରି

Read more

ସାତକୋଶିଆ ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍ : ୮ ଗୁରୁତର ମେଡିକାଲରେ ଭର୍ତ୍ତି

ଆନନ୍ଦପୁର : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍‌ । ଆନନ୍ଦପୁର-କରଞ୍ଜିଆ ରାସ୍ତାର ସାତକୋଶିଆ ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍‌ । ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଥିବାର

Read more