ମୟୂରଭଞ୍ଜର ଠାକୁରମୁଣ୍ଡା-କରଞ୍ଜିଆ ରାସ୍ତାର ସୁନାରିପୋଷିରେ ଦୁର୍ଘଟଣା । କାର୍‌ ଓଲଟି ଭଉଣୀ ମୃତ, ଚାଳକ ଭାଇ ଓ ୫ ବର୍ଷର ଭାଣିଜୀ ଗୁରୁତର । ୨ ଗୁରୁତର ଆହତ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ । ଭଦ୍ରକରୁ କରଞ୍ଜିଆ ବଣସାହିକୁ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା । ମୃତ ଭଉଣୀ- ସୌମ୍ୟ ରଞ୍ଜିତା ମାହାଲା

Facebook Comments

Leave a Reply

Your email address will not be published. Required fields are marked *