ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ । ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା ଗ୍ରାମାଞ୍ଚଳ ଥାନା ପୋଲିସ । ମାମଲାରେ ଗିରଫ ଅଭିଯୁକ୍ତ ସଂଖ୍ୟା ୫କୁ ବୃଦ୍ଧି । ବିଜେପି ନେତାଙ୍କୁ ହତ୍ୟା ମାମଲାରେ କାଲି ୪ଜଣ ହୋଇଥିଲେ ଗିରଫ ।

Facebook Comments

Leave a Reply

Your email address will not be published. Required fields are marked *