ଆସନ୍ତାକାଲି ଅଁଳା ନବମୀକୁ ଦୃଷ୍ଟିରେ ରଖି ଆଜି ମଧ୍ୟରାତ୍ରରୁ ସାକ୍ଷୀଗୋପାଳ ମନ୍ଦିର ପରିସରରେ ଲାଗୁ ହେବ ୧୪୪, ଚନ୍ଦନପୋଖରୀ ଠାରୁ ସିଦ୍ଧବକୁଳ ପର୍ଯ୍ୟନ୍ତ ଲାଗୁ ହେବ କଟକଣା, ମନ୍ଦିର ଚାରିପାଖରେ ୨୦୦ ମିଟର ଯାଏଁ ଲାଗୁ ହେବ ୧୪୪

Leave a Reply

Your email address will not be published. Required fields are marked *