କୋରାପୁଟ ଜିଲ୍ଲା କୋଟିଆରେ କୋରୋନା କଟକଣା, ୧୪୪ ଧାରା ଜାରି । ଆଜି ସନ୍ଧ୍ୟାରୁ ୯ ତାରିଖ ସକାଳ ୬ଟା ଯାଏ ବଳବତ୍ତର ରହିବ କଟକଣା । ୧୪୪ ଧାରା ଜାରି ହେବା ନେଇ ଡାକବାଜି ଯନ୍ତ୍ର ଯୋଗେ ଘୋଷଣା କଲା ପ୍ରଶାସନ । ସ୍ଥିତି ଅନୁଧ୍ୟାନ ପାଇଁ କୋଟିଆରେ ନୋଡାଲ ଅଫିସର ନିୟୋଜିତ

Facebook Comments

Leave a Reply

Your email address will not be published. Required fields are marked *