ରାଜ୍ୟରେ ଜୁନ୍‌ ୧୭ରୁ ୨୪ ଯାଏ ହେବ OJEE । CBT ପଦ୍ଧତିରେ ହେବ ଯୁଗ୍ମ ପ୍ରବେଶିକା ପରୀକ୍ଷା । ମେ ୧୫ ଯାଏ ଚାଲିବ ଅନ୍‌ଲାଇନ୍‌ ଫର୍ମ ପୂରଣ । ଜୁନ୍‌ ପ୍ରଥମ ସପ୍ତାହରେ ଆଡ୍‌ମିଟ କାର୍ଡ ଡାଉନଲୋଡ କରିହେବ

Facebook Comments

Leave a Reply

Your email address will not be published. Required fields are marked *