ଦେଶରେ ୨.୫୮ ଲକ୍ଷ କୋରୋନା ପଜିଟିଭ ୩୮୫ ମୃତ

ଦେଶରେ ସୁସ୍ଥ ହେଲେଣି ୩ କୋଟି ୫୨ ଲକ୍ଷ ୩୭ ହଜାର ୪୬୧ ଆକ୍ରାନ୍ତ । ୧୬ ଲକ୍ଷ ୫୬ ହଜାର ୩୪୧ କୋରୋନା ରୋଗୀ ଏବେ ବି ଚିକିତ୍ସାଧୀନ । କାଲି ସୁଦ୍ଧା ୧୫୭ କୋଟି ୨୦ ଲକ୍ଷ ୪୧ ହଜାର ୮୨୫ ଡୋଜ ଟିକା ଦିଆଯାଇଛି

Leave a Reply

Your email address will not be published. Required fields are marked *