୨ ବିଡିଓଙ୍କୁ ନିଲମ୍ବନ କଲା ପଞ୍ଚାୟତିରାଜ ବିଭାଗ । ନବରଙ୍ଗପୁରର ଝରିଗାଁ ବିଡିଓ ଦେବେନ୍ଦ୍ର ବାହାଦୂର ସିଂ ଓ ମାଲକାନଗିରିର ଚିତ୍ରକୋଣ୍ଡା ବିଡିଓ ଲରିମନ ଖରସେଲ ନିଲମ୍ବିତ । ଝରିଗାଁ JE ସୁନିଲ ସାମଲ ମଧ୍ୟ ନିଲମ୍ବିତ । IHHL ପ୍ରୋଗ୍ରାମରେ ଅନିୟମିତତା ଅଭିଯୋଗରେ ନିଲମ୍ବିତ

Facebook Comments

Leave a Reply

Your email address will not be published. Required fields are marked *