- ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଟିକାକରଣ ଆରମ୍ଭ । ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଦିଆଗଲା ପ୍ରଥମ ଟିକା । ଟିକା ନେବା ପରେ ସେ ଅବଜରଭେସନ ରୁମ୍ରେ ଅଛନ୍ତି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା । କାଲି ରବିବାର ଥିବାରୁ ଦିଆଯିବ ନାହିଁ ଟିକା
- ରାଜ୍ୟରେ ଅପରାହ୍ଣ ସୁଦ୍ଧା ୫୩ ପ୍ରତିଶତ ଟିକାକରଣ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ଟୀକା ଦିଆଗଲା