ଦେବୀ ନଦୀ କୂଳରେ ଦଶାହ କାର୍ଯ୍ୟ ଚାଲିଥିବା ବେଳେ ଆଜି ଅପରାହ୍‌ଣରେ ବଜ୍ରପାତ ହୋଇଛି। ଫଳରେ ୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଜଗତସିଂହପୁର ଜିଲ୍ଲା ବିରିଡି ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ବ୍ରଜପାତରେ ପ୍ରାଣ ହରାଇଥିବା ୨ ଜଣ ଲୋକ ହେଲେ ବିଷ୍ଣୁଚରଣ ବାହାଲିଆ (୫୫) ପ୍ରମୋଦ କୁମାର ବାହାଲିଆ (୪୫)।

Leave a Reply

Your email address will not be published. Required fields are marked *