ଯାଜପୁର: ୨ ନାବାଳକ ଭାଇଙ୍କ ମୃତଦେହ ବ୍ରାହ୍ମଣୀ ନଦୀରୁ ଉଦ୍ଧାର; ଧର୍ମଶାଳା ଥାନା କୋଠିଡ଼ିହ ବ୍ରାହ୍ମଣୀ ନଦୀରୁ ଉଦ୍ଧାର କଲେ ପରିବାର ଲୋକେ; ଗତକାଲି ଖେଳିବାକୁ ଯାଇ ଘରକୁ ଫେରି ନ ଥିଲେ ୨ ନାବାଳକ ଭାଇ

Facebook Comments

Leave a Reply

Your email address will not be published. Required fields are marked *