ଭୁବନେଶ୍ୱର: ସାମନ୍ତରାପୁରରେ ମିଠା ଦୋକାନୀଙ୍କୁ ହତ୍ୟା ଘଟଣା; ଏହି ଘଟଣାରେ ଆଉ ୨ଜଣଙ୍କୁ ଗିରଫ କଲା କମିଶନରେଟ୍ ପୁଲିସ୍‌‌, ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ୮ଜଣଙ୍କୁ ଗିରଫ ହୋଇସାରିଲେଣି। ହତ୍ୟାକାଣ୍ଡର ମୂଳ ଉଦ୍ଦେଶ୍ୟ ପୂର୍ବ ଶତ୍ରୁତା ଓ ବ୍ୟାବସାୟିକ- ସିପି; ପୂର୍ବରୁ ୬ ଓ ଏବେ ୨ ଜଣଙ୍କୁ ମିଶାଇ ଘଟଣାରେ ମୋଟ ୮ ଗିରଫ

Facebook Comments

Leave a Reply

Your email address will not be published. Required fields are marked *