ବ୍ରହ୍ମପୁର ଗୋଳନ୍ଥରା ଥାନାରେ ଯୁବକଙ୍କ ଆତ୍ମହତ୍ୟା ଘଟଣା । ଗୋଳନ୍ଥରା ଥାନାର ୨ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କଲେ SP । ASI ପି.ସି ଆଚାର୍ଯ୍ୟ ଓ ସେଣ୍ଟ୍ରି ଡି.ପି ଜେନା ନିଲମ୍ବିତ । ଉଭୟଙ୍କୁ ନିଲମ୍ବନ ସହ ଗୋଳନ୍ଥରା IICଙ୍କୁ ବଦଳି କଲେ SP

Facebook Comments

Leave a Reply

Your email address will not be published. Required fields are marked *