ପୁରୀରେ ସମୁଦ୍ରସ୍ନାନ ବେଳେ ୨ ମହିଳା ପର୍ଯ୍ୟଟକ ଆହତ । ଲହଡି ମାଡ଼ରେ ପଶ୍ଚିମବଙ୍ଗର ରେଣୁ ବିଶ୍ବାସ ଓ ଜଗତସିଂହପୁରର ସୁଶ୍ରୀ ସୌମ୍ୟା ପରିଜା ଆହତ । ଆହତ ୨ ପର୍ଯ୍ୟଟକ ପୁରୀ ମେଡିକାଲରେ ଭର୍ତ୍ତି

Facebook Comments

Leave a Reply

Your email address will not be published. Required fields are marked *