କଳାହାଣ୍ଡିରେ ୨୫ ଜଣ ନକଲି ଶିକ୍ଷକ ବହିଷ୍କୃତ । ଜାଲ୍‌ ପ୍ରମାଣପତ୍ର ଦେଇ ସରକାରୀ ସ୍କୁଲରେ ଅସ୍ଥାୟୀ ଶିକ୍ଷକ ଥିଲେ । ନକଲି ଶିକ୍ଷକଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ । ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାରଙ୍କ ସୂଚନା

Facebook Comments

Leave a Reply

Your email address will not be published. Required fields are marked *