ବରଗଡ଼ ଗାଇସଲେଟ ବ୍ଲକ ଉମରାଡ଼ ଗାଁରେ ହାତୀ ଆକ୍ରମଣରେ ୩ ଯୁବକ ମୃତ । ଶୌଚ ପାଇଁ ଯାଇଥିବା ବଳେ ହାତୀ ଆକ୍ରମଣ କରିଥିବା ସୂଚନା । ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ, ମୃତକମାନେ ମାଲ ସେଠ, ବିରଞ୍ଚି କୁମ୍ଭାର ଓ ନାଥପାଲି ଗାଁର ଅନ୍ୟ ଜଣେ ଯୁବକ ମୃତ

Facebook Comments

Leave a Reply

Your email address will not be published. Required fields are marked *