କଟକ ତେଲେଙ୍ଗାପେଣ୍ଠ ନିକଟରେ କେନାଲକୁ ପଶିଗଲା କାର୍‌, ୩ ମୃତ, ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣା ହୋଇଥିବା ସୂଚନା, କଟକରୁ ଭୁବନେଶ୍ବର ଯାଉଥିଲେ ଜଗତପୁରର ୩ ଜଣ ଯୁବକ, ୩ ଯୁବକଙ୍କ ମୃତଦେହ ଉଦ୍ଧାର, ଗାଡ଼ି ଜବତ କଲା ସଦର ଥାନା ପୋଲିସ

Leave a Reply

Your email address will not be published. Required fields are marked *