କଟକ ବଡ଼ ଡାକ୍ତରଖାନାରୁ ହାଇଦର ଫେରାର ହେବା ଘଟଣା, ଫେରାର ହେବାରେ ସହଯୋଗ କରିବା ଅଭିଯୋଗରେ ଆଉ ୩ ଗିରଫ, ବାଲେଶ୍ବର ଭୋଗରାଇ ଅଞ୍ଚଳର ଯୁବତୀ ଅର୍ଚ୍ଚନା ପରିଡ଼ା ଓରଫ ଗେଲୀ , କଟକ ଯୋବ୍ରାର ଇମ୍ରାନ ଖାନ, କେନ୍ଦ୍ରାପଡ଼ାର ସେକ୍‌ ରସିଉଦ୍ଦିନ ଗିରଫ, ପୂର୍ବରୁ ହାଇଦର ଫେରାର ମାମଲାରେ ୩ ଗିରଫ ହୋଇଥିଲେ

Facebook Comments

Leave a Reply

Your email address will not be published. Required fields are marked *